ନରସିଂହପୁର ପାଇକପଡା ପାଟଣା ସଟଡାଉନ ହେଲା
ନରସିଂହପୁର,(ଉଲାପ୍ର)ନରସିଂହପୁର ତହସିଲ କାର୍ଯ୍ୟାଳୟର ଦୁଇ ଜଣ ଆର.ଆଇ.ଙ୍କର କରୋନା ପଜିଟିଭ ବାହାରିବା ପରେ ସର୍ବ ସାଧାରଣଙ୍କ ନିରାପତ୍ତା ଦୃଷ୍ଟିରୁ ପାଇକପଡା ସରପଞ୍ଚଙ୍କ ନିର୍ଦେଶ
କ୍ରମେ ଆଜି ରାତି ୮ଘଟିକା ଠାରୁ ୭୨ ଘଣ୍ଟା ପାଇଁ ପାଇକ ପଡା ପାଟଣା ପଞ୍ଚାୟତ ଅଧିନ ସମସ୍ତ ଅଞ୍ଚଳକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି,ଗତ କିଛିଦିନ ହେଲା ନରସିଂହପୁର ଅଞ୍ଚଳରେ ପଜିଟିଭ ସଂଖ୍ୟା ବଢୁଥିବା ଯୋଗୁ ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ ଓ ସଟ ଡାଉନ ଘୋଷଣା କରାଯାଉଛି।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































