,,,,,,,,,,,,,,,,,,,,,,,,ଉଦୟ ଲାବଣ୍ୟ ଓ କଟକ ଜିଲା ସାମ୍ବାଦିକ ସଂଘର ମହାପ୍ରଭାଵ,,,,,,,,,,,,,,,,,
ସାମ୍ବାଦିକଙ୍କୁ ଭିକାରୀ କହିବା,ଆଠଗଡ ରେଞ୍ଜ ଅଫିସରୁ ଜଣେ କର୍ମଚାରୀଙ୍କୁ ଚାକିରିରୁ ଲକଡାଉନ ବେଳେ ବାହାର କରିଦେବା,ଶ୍ରୀ ସିମେଣ୍ଟ କମ୍ପାନୀକୁ ଅହେତୁକ ସୁବିଧା ଦେଇ ରିଜର୍ଭ ଫରେଷ୍ଟ ଜମିକୁ ଗଛ କାଟିବା ପାଇଁ ଅନୁମତି ଦେବା,କାମ୍ପା ଟଙ୍କା ବ୍ୟାପକ ତୋଷରପାତ ହେବା ଭଳି ସଙ୍ଗିନ ଅଭିଯୋଗ ହୋଇ ଆସୁଥିଲା,ଯାହାକି ମହଙ୍ଗା ପଡିଲା ଆଠଗଡ ଡିଏଫଓ ସସ୍ମିତା ଲେଙ୍କାଙ୍କୁ, ଏହା ସହିତ ଆଠଗଡ ରେଞ୍ଜ ଅଫିସରୁ ଜଣେ ପାରା କର୍ମଚାରୀ ଙ୍କୁ ମଧ୍ୟ ଚାକିରିରୁ ବିଦା କରିଥିଲେ,ଜଙ୍ଗଲ ମନ୍ତ୍ରୀ ମଦନଙ୍କୁ ଚାକିରି ରେ ନିଯୁକ୍ତି ଦେବାକୁ ଆରସିସିଏଫଙ୍କୁ ଚିଠିକରି ନିଯୁକ୍ତି ଦେବାପାଇଁ ନିର୍ଦେଶ ଦେଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରୁନଥିଲେ ଆଠଗଡ ଡିଏଫଓ,ଯାହାକୁ ନେଇ କଟକ ଜିଲ୍ଲା ସାମ୍ବାଦିକ ସଙ୍ଘ ତରଫରୁ ପିସିସିଏଫ,ଜଙ୍ଗଲମନ୍ତ୍ରୀ,ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା,ଏହା ବ୍ୟତୀତ ଆଠଗଡ ବନଖଣ୍ଡ ରେ କାମ୍ପା ଟଙ୍କା ବ୍ୟାପକ ତୋଷାର ପାତ ହୋଇଥିବା ଅଭିଯୋଗ ମାନ ଥିଲା,ଜଙ୍ଗଲ ବିଭାଗ ଏହି ଅଧିକାରୀଙ୍କୁ ଆଉ ଜଙ୍ଗଲକୁ ନଛାଡି ପିସିସିଏଫ ଅଫିସ କୁ ବଦଳି କରିଛନ୍ତି,ତାଙ୍କ ସ୍ଥାନରେ ବାରିପଦା ଡିଏଫଓ ଆଠଗଡ ଡିଏଫଓ ଭାବେ ଯୋଗଦେଉଥିବା ଜଣାପଡିଛି, କଟକ ଜିଲା ସାମ୍ବାଦିକ ସଂଘର ଦୀର୍ଘଦିନର ସଂଗ୍ରାମ ଶେଷରେ ସଫଳ ହୋଇଛି,ଜଣେ ଦାୟିତ୍ୱ ହୀନ ବନ କର୍ମଚାରୀ ଙ୍କୁ ଶେଷରେ ବଦଳି ହେବାକୁ ପଡିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































