ପରିବହନ ବିଭାଗର ମନଇଚ୍ଛା ଫାଇନ,ଗାଡି ଚାଳକଙ୍କ ମଧ୍ୟରେ ଅସନ୍ତୋଷ
ଭୁବନେଶ୍ୱର,ପରିବହନ ବିଭାଗର ମନଇଚ୍ଛା ଫାଇନ ।।ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ଥାଇ ଡ୍ରାଇଭିଂ ଲାଇସେନ୍ସ ପାଇଁ ୫ହଜାର ଫାଇନ କରିଛନ୍ତି ପରିବହନ ବିଭାଗ ।।ଗତକାଲି ଜଣେ ବ୍ୟକ୍ତି ଖୋର୍ଦ୍ଧାରୁ କଟକଆସୁଥିବା ସମୟରେ ଖୋର୍ଦ୍ଧା ଫ୍ଲାଏ ଓଭରରେ ଗାଡିର ଡ୍ରାଇଭରକୁ ନଦେଖି ,ଗାଡିକୁ ନ ଅଟକାଇ ଚାଳକର ଡ୍ରାଇଭିଂ ଲାଇସେନ୍ସ ନଥିବା ପାଇଁ ୫ହଜାର ଏବଂ ଗାଡ଼ିର ସ୍ପୀଡ ଅଧିକ ଥିବାରୁ ୨୦୦୦ଟଙ୍କା ମୋଟ ୭ହଜାର ଫାଇନର ଏକ ମେସେଜ ଆସିଛି ।।ମାତ୍ର ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ଥିବା ଓ ଗାଡିର ବେଗ ୬୦-୭୦ କି.ମି ଘଣ୍ଟା ପ୍ରତି ବେଗ ଥିବାବେଳେ ଡ୍ରାଇଭିଂ ଲାଇସେନ୍ସ ପାଇଁ ୫ହଜାର ଓ ଗାଡିବେଗ ପାଇଁ ୨ହଜାର ମୋଟ ୭ହଜାରଫାଇନ କାଟିବା କେତେଦୂର ସଠିକ ??ଦୈନିକ ଏହିଭଳି କେତେ ଫାଇନ ଆଦାୟ କରି ଜନସାଧାରଣଙ୍କ ଠାରୁ ପରିବହନ ବିଭାଗ ଲୁଟ୍ କରୁଛି ତାହା ସୂଚନାଅଧିକାର ଆଇନରେ ତଥ୍ୟ ଆସିଲେ ଜଣାପଡିବ।ପରିବହନ ବିଭାଗର ବେପାରୁଆ କାର୍ଯ୍ୟ ପାଇଁ ଅନେକ ଗାଡି ଚାଳକ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଗାଡି ଚାଳକ ନଂ 8908883272
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































