ଆଠଗଡ ବିକାଶ ପରିଷଦ ତରଫରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମଜୟନ୍ତି ପାଳିତ
ଆଠଗଡ(ଉଲାପ୍ର)ଆଠଗଡ ବିକାଶ ପରିଷଦ ତରଫରୁ ସ୍ତାନୀୟ ପୁରୁଣା ବସ ଷ୍ଟାଣ୍ଡ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମଜୟନ୍ତି ପାଳିତ ହୋଇଯାଇଛି, ବିକାଶ ପରିଷଦ ର ସଭାପତି ରାମନାରାୟନ ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଶ୍ରଦ୍ଧା ସୁମନ ସମାବେଶରେ ବରିଷ୍ଠ ନାଗରିକ ଶରତ ସାମନ୍ତ,ସର୍ବେଶ୍ୱର ପଣ୍ଡା,କ୍ଷୀରୋଦ ମିଶ୍ର,ଜ୍ଞାନରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ, ଆଜିର ଏହି ଦିବସକୁ ବିଜେପି ଦଳ ତରଫରୁ ପରାକ୍ରମ ଦିବସ ପାଳନ କରୁଛନ୍ତି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































