ସାଧାରଣତନ୍ତ୍ର ଦିବସ ଅବସରରେ ଭର୍ଚୁ ଆଲ ଡ଼୍ୟାନ୍ସ ଉଦଘାଟିତ
ଆଠଗଡ(ଉଲାପ୍ର) ଆଠଗଡ ଷ୍ଟାଡିଅମ ଠାରେ ଓମକାର ଡ଼୍ୟାନ୍ସ ଏକାଡେମୀ ତରଫରୁ ଭର୍ଚୁଆଲ ଡ଼୍ୟାନ୍ସ ଉଦଘାଟିତ ହୋଇଯାଇଛି,ଏହି କାର୍ଯ୍ୟକ୍ରମ କୁ ଉଦୟ ଲାବଣ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଲଲାଟେନ୍ଦୁ ସେନାପତି ପ୍ରଦିପ ଜାଳି ଉଦଘାଟନ କରିଥିଲେ, ଡ଼୍ୟାନ୍ସ ଏକାଡେମୀର ଅଧ୍ୟକ୍ଷ ସମୀର ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ସସଧର ମହାରଣା ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ, ନୃତ୍ୟ ନିର୍ଦେଶକ ରାଜା ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ, ପ୍ରାୟ ପଚାଶ ରୁ ଅଧିକ କୁନି କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ, ସରଗମ ଡ଼୍ୟାନ୍ସ ଏକାଡେମୀ ଓ ଉଦୟ ଲାବଣ୍ୟ ଚାନେଲ ଜରିଆରେ ଭରଚୁଆଲ ରେ ଡ଼୍ୟାନ୍ସ କାର୍ଯ୍ୟକ୍ରମ କୁ ଶହଶହ ଲୋକ ଘରେ ବସି ଦେଖିପାରିଥିଲେ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































