Update news, udayalabanya
ଢେଙ୍କାନାଳ: ଗଁଦିଆ ଥାନା ଜାଆଁନ୍ଦା ଗାଁରେ ଅଘଟଣ, ଷ୍ଟୋଭ୍ ଫାଟି ଯିବାରୁ ପୋଡ଼ି ହୋଇ ମହିଳା ମୃତ
ଓଡ଼ିଆଙ୍କ ମନ ଜିଣୁଛି ମିଲେଟ ମିଶନ। ଦିନକୁ ଦିନ ବଢୁଛି ମାଣ୍ଡିଆ ଚାହିଦା। ୨୦୧୮-୧୯ରେ ୫ହଜାର ୭୪୦ ଜଣ ଚାଷୀ ମାଣ୍ଡିଆ ଚାଷ କରୁଥିବାବେଳେ ୨୦୧୯-୨୦ରେ ୨୦ହଜାର ୨୦୦ ଚାଷୀ ସେହିପରି ୨୦୨୦- ୨୧ରେ ୨୪ହଜାର ୩୨୪ ଚାଷୀ ମାଣ୍ଡିଆ ଚାଷ କରିଛନ୍ତି
ରାଜ୍ୟରେ ଖାଲି ପଡିଛି ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ । ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର । ୨ ହଜାର ୫୬୨ ହାଇସ୍କୁଲରେ ବିଜ୍ଞାନଗାର ନିର୍ମାଣ କରାଯାଇଛି । ମୋ ସ୍କୁଲ ଯୋଜନାରେ ୪୨୯ଟି ବିଜ୍ଞାନଗାର ନିର୍ମାଣ ଯୋଜନା ରହିଛି
ଜଷ୍ଟିସ ଏନ୍.ଭି. ରମନ୍ନା ହୋଇପାରନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ଜଷ୍ଟିସ ରମନ୍ନାଙ୍କ ନାଁ ସୁପାରିସ କଲେ CJI ଜଷ୍ଟିସ୍ ଏସ୍.ଏ. ବୋବଡେ, ଏପ୍ରିଲ ୨୩ରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ୍ ବୋବଡେ
ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର (TTPS) ସଂପ୍ରସାରଣ ନେଇ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର୍.କେ. ସିଂହଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; TTPS ଷ୍ଟେଜ୍ ଥ୍ରୀ ପ୍ରକଳ୍ପ ସଂପ୍ରସାରଣ ପାଇଁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଯଥାଶୀଘ୍ର TTPS ଷ୍ଟେଜ୍-୩ କାମ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ
ଭୁବନେଶ୍ୱର ଯାଆଁଳା ଫାଣ୍ଡି ପରିସରରେ ଗାଡ଼ିରୁ କଙ୍କାଳ ଉଦ୍ଧାର ଘଟଣା; କଙ୍କାଳ କାହାର ପରିଚୟ ଜାଣିବାକୁ ପୋଷ୍ଟର ମାରିଲା ପୋଲିସ୍, ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ମହିଳାଙ୍କ ସ୍କେଚ୍ ସମ୍ବଳିତ ପୋଷ୍ଟର ଲଗାଇଲା ପୋଲିସ୍, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲାର ୧୪ ଥାନା ଅଞ୍ଚଳରେ ପୋଷ୍ଟର ଲାଗିବ
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































