ଆଠଗଡ ରେ ଅନୁଷ୍ଠିତ ହେଲା ଅଗ୍ନିଉତ୍ସଭ ବା ମେଣ୍ଢାଘର ପୋଡି ଉତ୍ସଭ ଓ ହୋଲିକା ଦହନ ଉତ୍ସଭ
ଆମ ସଂସ୍କୃତି, ଆମ ଐତିହ୍ୟ,ଆମ ପରମ୍ପରାରେ ଆଠଗଡ ଗଡଜାତର ଚତୁର୍ଦ୍ଦଶୀ ତିଥିରେ ଅନୁଷ୍ଠିତ ହେଉଥିବା ଅଗ୍ନିଉତ୍ସଭ ବା ମେଣ୍ଢାଘର ପୋଡି ଉତ୍ସଭ,ହୋଲିକା ଦହନ ଉତ୍ସଭ,ସବୁଠି ଅଇଘରା ପୂର୍ଣ୍ଣିମା ଦିନ ଅଗ୍ନିଉତ୍ସଭ ପାଳନ ହେଉଥିବା ବେଳେ ଆଠଗଡ
ଗଡଜାତର ଆଠଗଡ ରେ ଦୋଳପୂର୍ଣିମା ପୂର୍ବରାତ୍ରୀରେ ଏହି ଅଗ୍ନିଉତ୍ସଭ ଅନୁଷ୍ଠିତ ହୋଇଥାଏ, ଯାହାକୁ ମେଣ୍ଢାଘର ପୋଡି ଉତ୍ସଭ ମଧ୍ୟ କୁହାଯାଇଥାଏ,ଏହି ପରମ୍ପରା ରାଜାରାଜୁଡା ଶାସନ ସମୟରୁ ଆଠଗଡ
ଗଡଜାତ ରେ ପାଳିତ ହୋଇଆସୁଛି,ରାଜାରାଜୁଡା ଶାସନ ଚାଲିଯାଇଛି ହେଲେ ଏବେବି ଗଡଜାତ ରେ ଏହି ପରମ୍ପରା ବଞ୍ଚି ରହିଛି,ଚଳିତବର୍ଷ ସମ୍ପୁର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଅଗ୍ନିଉତ୍ସଭ ଆଠଗଡ ରେ ପାଳିତ ହୋଇଯାଇଛି,ମାତ୍ର ପାଞ୍ଚଗୋଟି ବିମାନ ଏହି ଉତ୍ସଭ ରେ ଯୋଗ ଦେଇଥିଲେ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































