ପ୍ରଶାସନରକୋରନା କଟକଣା ହୋଲିର ରଙ୍ଗକୁ ଫିକା କରିଦେଲା
ଫୁଲବାଣୀ- (ସୁନୀଲ ପଟନାୟକ) କରେ। ନା ଯୋଗୁ ଗତବର୍ଷ ଦୋଳ ଯାତ୍ରା ଓହୋଲି ଖେଳ ଉପରେ କଟକଣା ଲଗାଇଥିଲେ ସରକାର ହେଲେ ଏବର୍ଷ କରେ ।ନା କମିଯାଇ ଥିବ ଆଉ ଭଲକି ସାଙ୍ଗସାଥିଙ୍କ ସହ ହୋଲି ଖେଳିବେ ବୋଲି କେତେକଣ ଭାବି ଥିଲେ ଲୋକେ । ହେଲେ ଏବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ପ୍ରଶାସନ କଟକଣା ଲଗାଇ ଦେଇଛି । ଦୋଳ ପୂଜା ପାଇଁ ମାତ୍ର ୩୦ ଜଣ ଲୋକଙ୍କୁ ପ୍ରଶାସନ ଅନୁମତି ଦେଇଥିବାବେଳେ ସଂସ୍କୃତିକ କାର୍ଯ୍ୟକ୍ରମ ଅପେରା ଆଦି ସବୁକୁ ସଂପୂର୍ଣ୍ଣ ବନ୍ଦ କରିଛି ପ୍ରଶାସନ। ସେହିପରି ଗୋଷ୍ଠିଗତଭାବେ କି ସଂଘବଦ୍ଧ ହୋଇ ହୋଇ ରଙ୍ଗ ଖେଳିବା ଉପରେ କଟକଣା ଲଗାଇଛି । ଘରେ ରହି ଘର ଭିତରେ ରହି କୋଭିଡ଼ ଗାଇଡ଼ଲାଇନ ମାନି ରଙ୍ଗଖେଳିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ନିୟମ ନମାନିଲେ ଶକ୍ତ କାର୍ଯନୁଷ୍ଠା। ନ ଗ୍ରହଣ କର। ଯିବ ବୋଲି କହିଛି ପ୍ରଶାସନ। ଫଳରେ ଲୋକଙ୍କ ମଧ୍ୟରେ ନିରାଶ ଭାବ ଦେଖାଦେଇଛି । କରୋନାକଟକଣାହୋଲିର ରଙ୍ଗକୁ କରିଦେଇଛି ଫିକା।
ଫୁଲବାଣୀ ସହ ର ରେ କାଂଦ୍ଭା କେତଟି ଦୋକାନ ଖୋଲି ଥିଲେ ମଧ୍ୟ ଲୋକେ ଆଗ୍ରହର ସହ ରଙ୍ଗ କିଣି ନ ଥିବା ଦେଖିବାକୁ ମିଳିଛି। ବେପାର ପୁରା ମାନ୍ଦା ଥିବା ଦେଖାଯାଇଥିଲା।
ଅଧିକା ଜନଗହଳି ଯୋଗୁ କରେ । ନା ସଂକ୍ରମଣ ଆଶଙ୍କା କରି ସରକାରୀ ଏଭଳି ନିଷ୍ପତ୍ତି ନେଇଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































