କନ୍ଧମାଳ ଜିଲ୍ଲା ର ୧୦ହାଇସ୍କୁଲ ସ୍କାର୍ଟ ସ୍କୁଲ ତାଲିକାରେ
ଫୁଲ ବାଣୀ_(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲାର ୧୦ଟି ହାଇ ସ୍କୁଲକୁ ସ୍କାର୍ଟ ସ୍କୁଲରେ ଅନ୍ତର୍ଭୁକ୍ତ କରାଯାଇଛି ସେଥିମଧ୍ୟରୁ ୪ଟି ବାଳିକା ହାଇସ୍କୁଲ ଥିବା ବେଳେ ୬ ଗୋଟି ହାଇସ୍କୁଲ ରହିଛି ।
ଜିଲ୍ଲାରେ ଥିବା ଅନେକ ହାଇସ୍କୁଲ ମଧ୍ୟରେ ବିଭିନ୍ନ ଦୃଷ୍ଟିକୋଣରୁ ବିଚାରକୁ ନେଇ ଜିଲ୍ଲାପାଳ ଡାବୃନ୍ଦ । ଡି. ପ୍ରକଳ୍ପ ନିର୍ଦ୍ଦେଶକ ଡିଆର ଟିଏ ବିଶ୍ଵରଂଜନ ନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ସଂପୃକ୍ତ ଅଞ୍ଚଳର ବିଡିଓ ମାନେ ବିଭିନ୍ନ ସ୍କୁଲର ଶିକ୍ଷାବ୍ୟବସ୍ଥା, ରେଜଲଟ ,ଶିକ୍ଷକ ଶିକ୍ଷୟତ୍ରୀଙ୍କ ସଂଖ୍ୟା, ଭିତ୍ତିଭୂମୀ ସ୍ଵଛ ତ।, ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ଅନୁଧ୍ଯ। ନ କରି ଏହି ହାଇସ୍କୁଲଗୁଡ଼ିକୁ ପ୍ରଥମ ପ୍ରର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିଛନ୍ତି।ସ୍କାର୍ଟ ସ୍କୁଲ କାର୍ଯ୍ୟକ୍ରମରେ ।
ଏସବୁ ହାଇସ୍କୁଲଗୁଡ଼ିକ ହେଲା ଦାରିଙ୍ଗବାଡି ବ୍ଳକର ସରକାରୀ ହାଇସ୍କୁଲ ସିମନବାଡି, ଓ ପ୍ରଭାତି ତାରା ଗାର୍ଲସ ହାଇ ସ୍କୁଲ, ବ୍ରାହ୍ମଣୀଗାଁ, ରାଇକିଆ ବ୍ଳକର ବିଜୟ ହାଇସ୍କୁଲ,ତୁମୁଡିବନ୍ଧ ବ୍ଳକର ସରକାରୀ ହାଇସ୍କୁଲ । ବାଲିଗୁଡ଼ା ବ୍ଳକର ସରକାରି ବାଳିକା ହାଇସ୍କୁଲ । ଫୁଲ ବାଣୀ ସହରରଏଜେ ଓ ହାଇ ସ୍କୁଲ ଓ ସରକାରୀ ବାଳିକା ହାଇସ୍କୁଲ, ଖଜୁରୀପଡ଼ା ବ୍ଳକ ର ଦୁତିପଡ଼ା ସରକାରୀ ହାଇ ସ୍କୁଲ, ପରିଙ୍ଗିଆ ବ୍ଲ୍କ୍କ୍କ୍କର ସରକାରୀ ହାଇସ୍କୁଲ ନେଡ଼ି ପଦର (ବି,) ଓ ଜିଉ ଦୟଗିରି ବ୍ଲକର ସରକାରୀ ବାଳିଚ୍ଚା ହାଇସ୍କୁଲ, ।
ଏ ସବୁ ସ୍କୁଲ ଗୁଡ଼ିକର କ୍ଲାସ ରୁ ମ ଗୁଡିକ ଅତ୍ୟାଧୁନିକ କରାଯିବା ସହ, କମ୍ପ୍ୟୁଟରୀକରଣ, ୱ ୲ ଇ ଫାଇ ବ୍ୟବସ୍ଥା, ଉନ୍ନତମାନର ତଥା ଅତ୍ୟାଧୁନିକ କାର୍ଯ୍ୟାଳୟ,ଖେଳପଡିଆର ଉନ୍ନତିକରଣ, ପାଚେରୀ ,ଗେଟ ଆଦି ନିର୍ମାଣ କରାଯିବା ସହ ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ଯେପରି ଏହି ସ୍କୁଲଗୁଡ଼ିକରେ ପାଠ ପଢିବା ପ୍ରତି ଆଗ୍ରହ ପ୍ରକାଶ କରିବେ ସେଥିପ୍ରତି ଦୃଷ୍ଟି ଦିଆଯିବା
ସେହିପରି ଉନ୍ନତମାନର ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ଵ ଦିଆଯିବ ବୋଲି ଜଣା ପଡିଛି । ଏଥିପାଇଁ ସରକାର ବିଭିନ୍ନ ପ୍ରର୍ଯ୍ୟାୟରେ ଅର୍ଥ ଅନୁବାନ ଯୋଗାଇଦେବେ ।
ସରକାର ଏହି ୧୦ଟି ହାଇସ୍କୁଲକୁ ସ୍କାର୍ଟ ସ୍କୁଲ ଭାବେ ଚିହ୍ନଟ କରିଥିବାରୁ ହାଇସ୍କୁଲର ପ୍ରଧାନ ଶିକ୍ଷକ,ଶିକ୍ଷୟତ୍ରୀ, ସ୍କୁଲ ଶିକ୍ଷା କମିଟି, ଆଲୁମିନି କମିଟି ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ, ୫ଟି ସଚିବ : ଜିଲ୍ଲାପାଳ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































