ମହାନଦୀର କଖଡ଼ି ଠାରେ କଂଗ୍ରେସ ତରଫରୁ ଜଳ ସତ୍ୟାଗ୍ରହ
ମହାନଦୀର କଖଡ଼ି ଠାରେ କଂଗ୍ରେସ ତରଫରୁ ଜଳ ସତ୍ୟାଗ୍ରହ
କଖଡ଼ି(ଉଲାପ୍ର)ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ମହାନଦୀ ଟ୍ରିବୁନାଲର ୨୧ ତମ ଶୁଣାଣି ଅବସରରେ ମହାନଦୀର କଖଡ଼ି ଗ୍ରାମଠାରେ ଆଠଗଡ କଂଗ୍ରେସ ଦଳ ତରଫରୁ ସକାଳ ଠାରୁ ଜଳ ସତ୍ୟାଗ୍ରହ କରାଯାଇଥିଲା,ଏଥିରେ ଆଣ୍ଠୁଏ ପାଣିରେ ପଶି କଂଗ୍ରେସର କର୍ମକର୍ତା, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ର କର୍ମକର୍ତା ମାନେ ବିଭିନ୍ନ ପ୍ଲାକାର୍ଡ ଧରି ସ୍ଲୋଗାନ ମାନ ଦେଇଥିଲେ,ଏଥିରେ ସୁଦର୍ଶନ ସାହୁ,ମଙ୍ଗୁଳିଚରଣ ପାଣି,ମନୋରଞ୍ଜନ ପଟ୍ଟନାୟକ, ବିକ୍ରମ ରାୟ ସାମନ୍ତ ପ୍ରମୁଖ ଯୋଗଦେଇଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































