ଫିରିଙ୍ଗିଆ ଜଙ୍ଗଲ ବିଭାଗ ରେ ଜଂ ରେ ନୂତନସେଣ୍ଟ୍ରାଲ ନର୍ସରୀ ଉଦ୍ ଘାଟିତ
ଫୁଲ ବାଣୀ- (ସୁନୀଲ ପଟନାୟକ) ନୂତନ ଜଙ୍ଗଲ ସୃଷ୍ଟି କରିବା ଲକ୍ଷ୍ୟ ନେଇ
କନ୍ଧମାଳ ଜିଲ୍ଲା ଫୁଲ ବାଣୀ ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ ଫିରିଙ୍ଗିଆରେ ଜଂ ଅଧନସ୍ତ ବନ୍ଧ ଗଡ଼ ସେ କସନ ଅନ୍ତର୍ଗତ ତେଲିମୁଣ୍ଡା ଠାରେ ପ୍ରତିଷ୍ଠା କରାଯାଇଥିବା ଏକ ସେଣ୍ଟରାଲ ନର୍ସରୀକୁ ଆରସିସିଏଫ ଡ.ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲୋ
ଏହି ଅବସରରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀନାରାୟଣ ବେହେରା ଆଇଏଫଏସ. ଭଇରବ ବେହେରା ଓ ବିକ୍ରମଦେବ ପଟ୍ଟନାୟକ, ଫିରି ଙ୍ଗିଆରେ ଜଂର ବିଜୟ ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ସୁରକ୍ଷାକରିବା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ଉପରେ ଗୁରୁତ୍ଵାରୋପ କରିଥିଲେ ।ଏହି ଅବସରରେ ଗ୍ରାମବାସୀ ବନ ସରଂକ୍ଷଣ ସମିତି ସଦସ୍ୟ, ମାନେ ଉପସ୍ଥିତ ଥିଲେ ।ଏହି ଅବସରରେ ବିଭାଗ ପକ୍ଷରୁ ବନ ସଂରକ୍ଷଣ ସମିତିର ସଦସ୍ୟ, ମନରେଗା ଶ୍ରମିକ ଓ ଅନ୍ୟମାନଙ୍କୁ ମାସ୍କଓସାନିଟାଇଜର ପ୍ରଦାନ କରାଯାଇଥିଲା
ଏହି କାର୍ଯ୍ୟକ୍ରମ କୁଫରେଷ୍ଟର ସରୋଜ ମିଶ୍ର ସୂଚାରୁ ରୁପେ ଆୟୋଜନ କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































