ରବୀନ୍ଦ୍ର ଭୂଜବଳ ହେଲେ କାନପୁର ଥାନା ଅଧିକାରୀ
ନରସିଂହପୁର-୧୭.୫.୨୧-କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦୋନୁସାରେ ରବୀନ୍ଦ୍ର ଭୂଜବଳ କାନପୁର ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି। ପୂର୍ବରୁ ଥିବା ଥାନା ଅଧିକାରୀ ସସ୍ମିତା ରଣା ଙ୍କୁ କଟକ ଡିଆଇବି କୁ ବଦଳି ହୋଇଛନ୍ତି।ପୂର୍ବରୁ ଶ୍ରୀ ଭୁଜବଳ ତିଗିରିଆ ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































