କନ୍ଧମାଳ ଜିଲ୍ଲାର ୧୦ ଥାନା ଅଧିକାରୀଙ୍କ ବଦଳୀ
ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ) କନ୍ଧମାଳ ଜିଲ୍ଲାର ଥାନା ଗୁଡିକ ଅଧିକ ଶକ୍ତିଶାଳୀ କରିବା ସହ ଓ ଜନସାଧାରଣଉନ୍ନତମାନର ସେବା ଯୋଗାଇଦେବା ଲକ୍ଷ୍ୟରେଏସପି ବିନିତ ଅଗ୍ରୱାଲ ଜିଲ୍ଲାର ୧୦ଟି ଥାନାର ଥାନ। ଅଧିକାରୀଙ୍କ ଅଦଳବଦଳ କରିଛନ୍ତି ।
ଗତକାଲି ଚିଠି ନମ୍ବର ୬୯୮ ତା-୧୭/O୫/୨୧ରେ କନ୍ଧମାଳ ଏସପି ବିନିତି ଅଗ୍ରୱାଲଏହି ବଦଳୀ ଆଦେଶ କରିଛନ୍ତି ।
ଫୁଲ ବାଣୀ ଏସପି କାର୍ଯ୍ୟ।ଳୟରେ ଅବସ୍ଥାପିତ ଥିବା ଇନସପେକ୍ଟର ଅମ୍ବିକାପ୍ରସାଦ ପଟନାୟକଙ୍କୁ ଚକାପାଦ ଥାନା ଅଧିକାରୀ ଭାବେ ବଦଳୀ କରିଥିବାବେଳେ ଚକାପାଦ ଥାନା ଅଧିକାରି ଧୀରଜ ଲେଙ୍କାଙ୍କୁ କୋଟଗଡ଼ ଥାନା ଅଧିକାରୀ ଭାବେ ବଦଳୀ କରିଥିବାବେଳେ ତୁମୁଡିବନ୍ଧ ଥାନା ଅଧିକାର ବାବା ଶଙ୍କର ସରାଫଙ୍କୁ ବାଲିଗୁଡା ଥାନା, ବର୍ତ୍ତମାନରବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ ବେହେରା । ଙ୍କୁ ସଦର ଥାନା ଅଧିକାରୀ, ରାଇକିଆ ଥାନା ଅଧିକାରୀ ଥିବା ତରୁଣ ତପନ ବେହେରା, ଙ୍କୁ ତୁମୁଡିବନ୍ଧ, ବର୍ତ୍ତମାନରବେଲଘର ଥାନା ଅଧିକାରି ଶ୍ରୀକାନ୍ତ ଖମାରୀଙ୍କୁ ରାଇକିଆ ଥାନା ଅଧିକାରୀ ଭାବେ ବଦଳୀ କରାଯାଇଛି ।
ସେହିପରି ବାରଖମା ଫାଣ୍ଡି ଅଧିକାରି ଦିପକ ରାଉତ ଙ୍କୁ ବେଲଘର ଥାନା ଇନଚାର୍ଜ, ଫୁଲବାଣୀ ଟାଉନଥାନାରେ କାର୍ଯ୍ୟରତ ଶାନ୍ତନ୍ତୁ ପ୍ରଧାନ ଙ୍କୁ ବାରଖମା ଫାଣ୍ଡି ଅଧିକ ।ରି, ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଣଜିତ କୁମାର ମୁନୀ ଙ୍କୁ ଗୋଛାପଡ଼ା ଥାନା ଅଧିକାରୀ,ଗୋଛାପଡ଼ା ଥାନାରେ କାର୍ଯରତ ଦଶରଥ ହେମ୍ରମଙ୍କୁ ବ୍ରାହ୍ମଣୀଗାଁଇନଚାର୍ଜ ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିବା ଏସପିଙ୍କ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ ।
ପୋଲିସଇନ ସପେକ୍ଟର ଓ ଏସ ଆଇମାନଙ୍କବଦଳୀ ଓ ନିଯୁକ୍ତି କରିବାପାଇଁ ସରକାରଙ୍କ ନିୟମ ପ୍ରକାରେ କନ୍ଧମାଳ ଏସପିଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଏସପି ବିପିନ ବିହାରୀ ବେହେରା ଓ ଅନ୍ୟ ଜଣେ ଅତିରିକ୍ତ ଏସପିଙ୍କୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ନିତି ନିୟମକୁ ଆଧାର କରି ନିର ପେକ୍ଷ ଭାବେ ବିଚାର କରିଏହି ବଦଳୀ ଓ ନିଯୁକ୍ତି ଦିଆଯାଇଥିବା ବିଭାଗ ସୁତ୍ରରୁଜଣା ପଡିଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































