କନ୍ଧମାଳ — ଫୁଲବାଣୀରୁ ୧୩ ଓ ଜିଲ୍ଲାରୁ ୧୦୦ନୁତନ କରୋନା ପଜିଟିଭ ଚିହ୍ନଟ
ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ ଆଜି ଶୁକ୍ରବାର ୧୦୦ଜଣ କରୋ ନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରରୁ ଆଜି ୧୩ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୪ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ମାଷ୍ଟ୍ରପଡ଼ାରୁ ୪.ଇରି ଗେସନ କଲୋନୀ ୩,ଏମଆଇ କଲୋନୀ ୩,ଜିଲା ସଦରମହକୁମା ଡାକ୍ତରଖାନାରୁ ଜଣେ, ଅମଲା ପଡ଼ା ୧,ଓଟେଲିକମ କଲୋନୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ସେହିପରି ଶୁକ୍ରବାର ଜିଲ୍ଲାର ତୁମୁଡିବନ୍ଧ ବ୍ଳକର ୬ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ବାଲିଗୁଡ଼ା ସହରରୁ ୧୦ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକରୁ ୫ ଜଣ, ,ଦ।ରିଙ୍ଗବାଡି ୬.ଜଉଦୟଗିରି ୩., ଚକାପାଦ ୧୩,ଖଜୁରୀପଡ଼ା ୧୨,କୋଟଗଡ଼ ୪.
ଫିରିଙ୍ଗିଆ ୪,ଟିକାବାଲି ୭, ରାଇକିଆ ୪,କନୂଆଗାଁରୁ ୫ ଜଣ .
ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡି ଅଞ୍ଚଳର ୩ଜଣ କରୋନାପଜିଟିଭ ଚିହ୍ନଟ ହୋଇଛନ୍ତି
ଆଜିର ୧୦୦ଜଣଙ୍କୁ ମିଶାଇ ଜିଲ୍ଲାରେ ଏ ଯାଏଁ ମୋଟ ୮ ୭୦ଜଣ ପଜିଟିଭ ରୋଗୀ ଚିକିତ୍ସିତ 6 ହେଉଛନ୍ତି । ସେହିପରି ବର୍ତ୍ତମାନ ସୁଧା ଜିଲ୍ଲାରେ ୮୧୯୨କରୋନାସଂକ୍ରମିତ ଚିହ୍ନଟ ହୋଇ ଥିବା ବେଳେ ମୋ ଟ ୭୨୮୪ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ବର୍ତ୍ତମାନ ଯାଏମୃତ୍ୟୁ ସଂଖ୍ୟା ବୃଦ୍ଧିପାଇ ୩୮ରେ ପହଞ୍ଚିଛି । ।
ଜିଲ୍ଲାପ୍ରଶାସନ ପକ୍ଷରୁ କରେ ନା ସଂକ୍ରମିତ ଙ୍କ ସଂଖ୍ୟା ଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ସତର୍କ ନଜର ରଖାଯାଉଥିବା କଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି। ପ୍ରଶାସନ ଓ ପୋଲି ସର ଉଦ୍ୟମ ସାଙ୍ଗଙ୍କୁ ଜନସାଧାରଣଙ୍କ ସଚେତନତା ଯୋଗୁଁ ଜିଲ୍ଲାରେ କରେ। ନା ସଂକ୍ରମିତ ଙ୍କ ସଂଖ୍ୟାଧିରେ ଧିରେ ଜିଲ୍ଲାରେ କମୁଥିବା କଥା ମହାରଣା କହିଛନ୍ତି । ସେହିପରି ଘରେ ରହିବାଲାଗି ପ୍ରଶାସନ ପକ୍ଷରୁ କୁହାଯାଉଛି । ଆବଶ୍ୟକସ୍ଥଳେ ଘରୁ ପଦାକୁ ବାହାରିଲେ ସର୍ବଦା ମାସ୍କ ପିନ୍ଧିବା ସହ ସାମାଜିକ ଦୁରତା ରକ୍ଷାକରିବା ଓ ହାତକୁ ବାରମ୍ଵାର ସାନିଟାଇଜ କରିବାକୁ ପ୍ରଶାସନ ପରାମର୍ଶ ଦେଇଛି ।
.
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































