କନ୍ଧମାଳ — ଫୁଲବାଣୀରୁ ସର୍ବାଧିକ୨୦ ଓ ଜିଲ୍ଲାରୁ ୧୦୪ନୁତନ କରୋନାପଜିଟିଭ ଚିହ୍ନଟ
ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ କରେ। ନା ଗ୍ରାଫ ତଳ ମୁହଁ । ହେବାର ନାଁ ଧରୁ ନି । ରବିବାରଜିଲ୍ଲାରୁ ୧୦୪ଜଣ କରୋ ନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରରୁ ଆଜି ସର୍ବ । ଧିକ ୨୦ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ମାତ୍ର ଜଣେ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର କେନ୍ଦୁପଦରରୁ ୩ ଜଣ ମାଷ୍ଟ୍ରପଡ଼ା ୨. ଡିଏଚଏଚ୨, ପ୍ରଗତିମାର୍ଗ ୨, କଣ୍ଟ୍ରାକ୍ଟରପଡ଼ା ୨ଓ ପିଅନପଡ଼ା ରୁ ୨ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବାବେଳେ ବିପ୍ର ପାତ୍ର କଲୋନୀ, ଆରଓ.ଓଲ ଡ଼ଏଲଆଇସି କଲୋନୀ, ନାରାୟଣୀ ସାହି, ଅମଲାପଡ଼ା, ପଟା ବାଲିସାହି ପ୍ରକୃତି ବିହାରରୁଜଣେ ଲେଖାଏଁ କରୋନା ପଜିଟିଭଚିହ୍ନଟ ହୋଇଛନ୍ତି।
ସେହିପରି ଶନିବାର ଜିଲ୍ଲାର ବାଲିଗୁଡ଼ା ସହରରୁ ୮ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକରୁ ୧୨ଜଣ, ,ଦ।ରିଙ୍ଗବାଡି ୭, ଜଉଦୟଗିରି ୫, ଚକାପାଦ ୭,ଖଜୁରୀପଡ଼ା ୭.
ଫିରିଙ୍ଗିଆ ୭,, ରାଇକିଆ ୨,କନୂଆଗାଁରୁ ୫ ଜଣ . ଟିକା ବାଲିର୬, ତୁମୁଡିବନ୍ଧ ୫,କୋଟଗଡ଼ ୭ଜଣ
ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳ ଅଞ୍ଚଳର ୪ଜଣ ବାହାରେ କରୋନାପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିବାବେଳେ କଳାହାଣ୍ଡିର ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି
ଆଜିର ୧୦୪ଜଣଙ୍କୁ ମିଶାଇ ଜିଲ୍ଲାରେ ଏ ଯାଏଁ ମୋଟ ୯୦୨ଜଣ ପଜିଟିଭ ରୋଗୀ ଚିକିତ୍ସିତ 6 ହେଉଛନ୍ତି । ସେହିପରି ବର୍ତ୍ତମାନ ସୁଧା ଜିଲ୍ଲାରେ ୮୪୨୮କରୋନାସଂକ୍ରମିତ ଚିହ୍ନଟ ହୋଇ ଥିବା ବେଳେ ମୋ ଟ ୭୪୮୮ଜଣ ସୁସ୍ଥ ହୋଇସାରିଛନ୍ତି ।
ସେହିପରି ବର୍ତ୍ତମାନ ଯାଏମୃତ୍ୟୁ ସଂଖ୍ୟା ବୃଦ୍ଧିପାଇ ୩୮ରେ ପହଞ୍ଚିଛି
ଜିଲ୍ଲାପ୍ରଶାସନ ପକ୍ଷରୁ କରେ ନା ସଂକ୍ରମିତ ଙ୍କ ସଂଖ୍ୟା ଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ସତର୍କ ନଜର ରଖାଯାଉଥିବା କଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି।
ସେହିପରି ସମସ୍ତଙ୍କୁଘରେ ରହିବାଲାଗି ପ୍ରଶାସନ ପକ୍ଷରୁ କୁହାଯାଉଛି । ଆବଶ୍ୟକସ୍ଥଳେ ଘରୁ ପଦାକୁ ବାହାରିଲେ ସର୍ବଦା ମାସ୍କ ପିନ୍ଧିବା ସହ ସାମାଜିକ ଦୁରତା ରକ୍ଷାକରିବା ଓ ହାତକୁ ବାରମ୍ଵାର ସାନିଟାଇଜ କରିବାକୁ ପ୍ରଶାସନ ପରାମର୍ଶ ଦେଇଛି ।
.
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































