ନିୟମଭଲଙ୍ଘନ କରି ଭୋଜି ରାନ୍ଧି ୨୦ ହଜାର ତଣ୍ଡ ଗଣିଲେ
ଫୁଲ ବାଣୀ ,-(ସୁନୀଲପଟନାୟକ)
ପୁଣି ସରକାରୀ ନିୟମ ଉଲଙ୍ଘନ କରି ବିବାହ ଉତ୍ସବ କରିଭୋଜି ରାନ୍ଧି ଶେଷରେ ୨୦ ହଜାର ଟଙ୍କା ତଣ୍ଡ ଗଣିଛୁନ୍ତି ଗୃହକର୍ତା ।
ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକର ବପଲମେଣ୍ଡିଏ ଲ ପଞ୍ଚାୟତର ସିର୍କା କୁଟି ଗ୍ରାମରେ।
କୋଭିଡ଼ ନିୟମକୁ ଫୁ କରି ଏହି ଗ୍ରାମରେବିନା ଅନୁମତିରେ ବିବାହ ଉତ୍ସବ ଆୟୋଜନ କରି ଭୋଜିରନ୍ଧା ଚାଲିଥିଲା। ବହୁ ବନ୍ଧୁ ପରିଜନ ସାଙ୍ଗସାଥି ଯୋଗ ଦେଇଥିଲେ। ତେବେ କୌଣସି ସୁତ୍ରରୁ ଖବର ପାଇ ଚକାପାଦ ତହସିଲଦାର ମଧୁସ୍ମିତ ବେହେରା । . ବିଡିଓ ଅନୀଲ କୁମାର ପଟନାୟକ, ଲାଲନପଡ଼ା ପାଣ୍ଡି ପୋଲିସ ମିଳିତଭାବେ ଚଢାଉ କରି ସେଠାରେ ଭୋଜି ଚାଲିଥିବା ଦେଇଥିଲେ । ଏନେଇ ଗୃହକର୍ତ୍ତାବାଞ୍ଚା ନିଧି କହଁରଙ୍କୁ ତାଗିଦ କରିବା ସହ ତାଙ୍କଠାରୁ ୨୦ ହଜାର ଟଙ୍କା ଜରିମାନ । ଆଦାୟ କରିଥିଲେ । ଏତେ ସଚେତନତା ସତ୍ଵେ କିଛି ଅମାନିୟାଲୋକେ କୋଭିଡ଼ନିୟମ ଉଲଙ୍ଘନ କରୁଛନ୍ତି ଆଉ ସେମାନଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି ବୋଲିଚକାପାଦ ବିଡିଓ ଅନଲପଟ୍ଟନାୟକ କହିଛନ୍ତି ।
ସେହିପରି ଲୋକଙ୍କୁ ମI ସ୍କ ପିନ୍ଧିବା ସହ ସାନିଟାଇଜ ବ୍ୟବହାର କରିବା ଓ ବଜାରରେ ସାମାଜିକ ଦୁରତା ରକ୍ଷାକରିବା ଲାଗି ପରାମର୍ଶ ଦିଆଯାଉଛି । ଲୋକେ ସରକାରଙ୍କ କୋଭିଡ଼ନିୟମ କୁ ପାଳନ କଲେ କରେ ନା ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବା ସହ ନିୟନ୍ତ୍ରଣରେ ରହିବ। ଏଣୁ ସମସ୍ତ ଜନସାଧାରଣ କରେ । ନାକଟକଣା ମାନି ପ୍ରଶାସନକୁ ସହଯୋଗ କରିବାପାଇଁ ବିଡିଓ ଅନୀଲ ପଟ୍ଟନାୟକ ଓ ତହସିଲଦାର ମଧୁସ୍ମିତା ବେହେରା ପରାମର୍ଶ ଦେଇଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































