ପୁଣି କରେ।ନାଗ୍ରାଫ ଉପର ମୁହଁ
. ।
ଫୁଲବାଣୀରୁ ୧୨ ଓ ଜିଲ୍ଲାରୁ ୧୪୧ନୁତନ କରୋନାପଜିଟିଭ ଚିହ୍ନଟ
ଫୁଲବାଣୀ-( ସୁନୀଲ ପଟନାୟକ) ମଙ୍ଗଳବାର କନ୍ଧମାଳ ଜିଲ୍ଲାରେ କରେ। ନା ପଜିଟିଭ ଙ୍କ ସଂଖ୍ୟା ଶହେ ତଳକୁ ଖସିଥିବାବେଳେ ଆଜି ବୁ ଧବାର ଜିଲ୍ଲାରେ ମୋଟ ୧୪୧ଜଣ କରୋ ନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରରୁ ଆଜି ୧୨ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ପିଅନପଡ଼ାରୁ ୩, ହାଉସିଂ ବୋର୍ଡ କଲୋନୀ ୨,ଜଣ ପଜିଟିଭ ଚିହ୍ଟ ହୋଇଥିବାବେଳେ ଡିଏଚଏଚ , ବ୍ରାହ୍ମଣସାହୀ, ଡ଼ାକପାଲ, ରୁଜାଙ୍ଗି,ଦାମିଙ୍ଗା, ଓଟୋଟା ସାହୀ
ରୁ ଗୋଟିଏ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ବୁଧବାର ଜିଲ୍ଲାର ବାଲିଗୁଡ଼ା ସହରରୁ ୬ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକରୁ ୪ଜଣ, ,ଦ।ରିଙ୍ଗବାଡି ୩୩ ଜଉଦୟଗିରି ୭, ଚକାପାଦ ୮,ଖଜୁରୀପଡ଼ା ୨୧
ଫିରିଙ୍ଗିଆ ୫,, ରାଇକିଆ ୨,କନୂଆଗାଁରୁ ୬ ଜଣ . ଟିକା ବାଲିର ୫ ତୁମୁଡିବନ୍ଧ ୩,ଓକୋଟଗଡ଼ରୁ ୪ଜଣ କରେ । ନାପଜିଟିଭ
ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳର ୯ଜଣ ବାହାରେ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଜିର ୧୪୧ଜଣ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ ଏ ଯାଏଁ ମୋଟ ୯୭୫ଜଣ ପଜିଟିଭ ରୋଗୀ ଚିକିତ୍ସିତ 6 ହେଉଛନ୍ତି । ସେହିପରି ବର୍ତ୍ତମାନ ସୁଧା ଜିଲ୍ଲାରେ ୮୭୪୯କରୋନାସଂକ୍ରମିତ ଚିହ୍ନଟ ହୋଇ ଥିବା ବେଳେ ମୋ ଟ ୭୭୩୫ଜଣ ସୁସ୍ଥ ହୋଇସାରିଛନ୍ତି ।
ସେହିପରି ଆଜିମୃତ୍ୟୁ ସଂଖ୍ୟା ବୃଦ୍ଧିପାଇ ୩୯ରେ ପହଞ୍ଚିଛି
ଜିଲ୍ଲାପ୍ରଶାସନ ପକ୍ଷରୁ କରେ ନା ସଂକ୍ରମିତ ଙ୍କ ସଂଖ୍ୟା ଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ସତର୍କ ନଜର ରଖାଯାଉଥିବା କଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି।
ସେହିପରି ସମସ୍ତଙ୍କୁଘରେ ରହିବାଲାଗି ପ୍ରଶାସନ ପକ୍ଷରୁ କୁହାଯାଉଛି । ଆବଶ୍ୟକସ୍ଥଳେ ଘରୁ ପଦାକୁ ବାହାରିଲେ ସର୍ବଦା ମାସ୍କ ପିନ୍ଧିବା ସହ ସାମାଜିକ ଦୁରତା ରକ୍ଷାକରିବା ଓ ହାତକୁ ବାରମ୍ଵାର ସାନିଟାଇଜ କରିବାକୁ ପ୍ରଶାସନ ପରାମର୍ଶ ଦେଇଛି ।
.
 
         
             Odia
 Odia 













































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































