ନରସିଂହପୁର ଥାନାରେ ନୂତନ ଥାନା ଅଧିକାରୀ ଙ୍କର ଯୋଗଦାନ
ନରସିଂହପୁର (ଉ ଲା ପ୍ର)
ନରସିଂହପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଶ୍ରୀଯୁକ୍ତ ଅଲେଖ ଗରଦିଆ ଯୋଗଦାନ କରିଛନ୍ତି। ନରସିଂହପୁର ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନରସିଂହପୁର ଯୁବ ପରିଷଦର ସମ୍ପାଦକ ସୁବ୍ରତ କୁମାର ମିଶ୍ର ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହ ସ୍ଥାନୀୟ ଅଂଚଳର ସୁରକ୍ଷା ପାଇଁ ନିବେଦନ କରିଥଲେ। ନରସିଂହପୁର ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































