ଯେତେ ପ୍ରସଂସା କଲେ ବି କମ ହେବ ଅସମୟର ବନ୍ଧୁ ଟିମ ହ୍ୟୁମାନିଟି
ଫୁଲବାଣୀ- (ସୁନୀଲ ପଟ୍ଟନାୟକ) କରେ। ନା ମହାମାରି ସମୟରେ ବନ୍ଧୁବର୍ଗ , ଆତ୍ମୀୟ ସଜନ,ସମସ୍ତେ ପରକରି ଦେଉଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ସହାୟତାର ହାତ ବଢ଼ାଇମାନବିକତାର ପରିଚୟ ଦେଇଛନ୍ତି ଫୁଲବାଣୀରଟିମ ହ୍ୟୁମାନିଟିର ସଦସ୍ୟମାନେ, I ତାଙ୍କ ପ୍ରତି ଫୁଲବାଣୀ ସମେତ ଜିଲ୍ଲାବାସୀଙ୍କ ବିଶ୍ୱାସ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଟିମ ହ୍ୟୁମାନିଟିକୁ ଯେତେ ପ୍ରଶସଂ। କଲେ କମ ହେବ।
ଆପଣ ନିଜକୁ ଏକା ଓ ଅସହାୟ ଭାବୁଛନ୍ତି କି? ଯଦି ହଁ ତେବେ ଟିମ ହ୍ୟୁମାନିଟିକୁ ଯେକୌଣସି ସମୟରେ ମଧ୍ୟ କଲ କରିପାରିବେ । କାହାର କେହି ନଥିଲେ ବି ଟିମ ହ୍ୟୁମାନିଟି କିନ୍ତୁ ଆପଣଙ୍କ ପାଖରେ ଅଛି। କେଉଁଠି କିଛି ବି ଅଘଟଣ ଘଟିଲେ ବନ୍ୟା ବାତ୍ୟା, ହେଉ କି ଦୁର୍ଘଟଣା ହେଉକିମ୍ବା ରକ୍ତ ଆବଶ୍ୟକ ପଡିଲେ ଟିମ ହ୍ୟୁ ମାନିଟର ସଦସ୍ୟ ତତକ୍ଷଣାତ ଘଟଣାସ୍ଥଳରେପହଞ୍ଚି ସେବା ଯୋଗାଇ ଥାନ୍ତି।
ଘରେ ପଶିଥିବା ବିଷଧର ସାପ ଉଦ୍ଧାର ହେଉ ଅଥବା ଶବ ସତ୍କାର କାର୍ଯ୍ୟ ହେଉ ସବୁଠି ଏମାନଙ୍କୁ ହିଁଦେଖିବାକୁ ମିଳିବ। ଟିମ ହ୍ୟୁମାନିଟି ଲେଖାଥିବା କମଳା ରଙ୍ଗର ଟି ସାର୍ଟ ଖଣ୍ଡିଏ ଲେଖାଁଏ ପିନ୍ଧି ଏମାନେ ସଦାସର୍ବଦା ସଜାଗ ରହିଥାନ୍ତି ଅସହାୟ ଲୋକଙ୍କ ଫୋନ୍ କଲ ର ଅପେକ୍ଷାରେ ଥିବା ଅନ୍ୟତମ ସଦସ୍ୟ ହିରୋ ନା ଏକ , ଆଲୋକ ବିଷୋୟୀ ନିଳମାଧବ ପାତ୍ର ପ୍ରମୁଖ କହିଛନ୍ତି ।
ଆଜିର କରୋ । ନା ମହାମାରୀ ସମୟରେ ଲୋକଙ୍କୁ କରେ । ନା ସଂପର୍କରେସଚେତନତା ସୃଷ୍ଟି କରିବା ସହ କରୋନା ସଂକ୍ରମିତ ହୋଇସଙ୍ଗ ରୋଧରେ ଥିବା ଲୋକକୁ ରେ ସନ ଯୋଗ । ଇଦେବା ଓ ଆବଶ୍ୟକ ପଡିଲେ ରନ୍ଧା ଖାଦ୍ୟ ମଧ୍ୟ ଯୋଗ । ଇଦେଉଛନ୍ତି ।
ସେହିପରି ଲକଡା ଉନ ସମୟରେ ପ୍ରତିଦିନ ସହରର ଗରୀବ ଅସହାୟ ଲୋକଙ୍କୁ ଦୁଇଓଳାରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି । ସେହିପରି ବୁଲା ଗୋରୁ ଗାଇକୁକୁରଙ୍କୁ ମଧ୍ୟ ଖାଦ୍ୟ ଯୋଗାଇ ଦେଇଛନ୍ତି । ପ୍ରବଳ ଖରାରେପକ୍ଷୀମାନେ ଖାଦ୍ୟ ଓ ପାଣିନପାଇ ମୃତ୍ୟୁବରଣ କରୁଥିବା ଫଳରେ ସହର 6ର
ରାସ୍ତାକଡ଼ରେ ପକ୍ଷୀ ବାସ କରୁଥିବା ଗଛ ଉପରେ ସେମାନଙ୍କ ପାଇଁ ଖାଦ୍ୟ ଓ ପାଣି ର ବ୍ୟବସ୍ଥା କରି ଛି ଟିମ ହ୍ୟୁମାନିଟି ।
ସବୁଠୁ ବଡ଼ କଥା ହେଲା କରେ । ନାରେ ମୃତ୍ୟୁବରଣ କରୁଥିବା ରୋଗୀମାନଙ୍କ ନିଜ ରକ୍ତ ସଂପର୍କୀୟମାନେ କରେ । ନା ସଂକ୍ରମିତ ଭୟରେ ପାଖ କୁ ଆସୁନଥିବାବେଳେ ପ୍ରଶାସନକୁ ସହଯୋଗ ର ହାତ ବଢାଇଛନ୍ତିଟିମ ହ୍ୟୁମାନିଟିର ସଦସ୍ୟମାନେ । ନିଜ ଜୀବନକୁ ବାଜି ଲଗାଇ ଫୁଲବାଣୀ ସମେତ ଜିଲ୍ଲାର ଅନେକ ସ୍ଥାନରେ ଶବ ସତ୍କାର କରି ମହାନତା ଦେଖାଇଛନ୍ତି ଏମାନେ ।
ସେହିପରି ଚିମ ହ୍ୟୁମାନିଟିର ଏକ ଶବ ବୁହା ଗାଡି ରହିଛି।ଗରୀବ ଅସହାୟ ମାନଙ୍କ ସଂପର୍କୀୟଙ୍କ ମୃତ୍ୟୁ ହେଲେ ଶବ ନେଇ ଘରେ ପହଞ୍ଚାଉଥିବା କହିଛନ୍ତି ସଂଗଠନର ମୁଖ୍ୟ ଭି .ଲୋକନାଥ ରାଜୁ।
ଏଭଳି କାର୍ଯ୍ୟପାଇଁ ଟିମ ହ୍ୟୁମାନିଟିକୁ ପ୍ରଶାସନ ଓ ବିଭିନ୍ନ ସାମାଜିକସଂଗଠନ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଇଛି।
ତେବେ ନିଃସ୍ଵାର୍ଥପର ଭାବେ ଦିନ ରାତି ଲୋକଙ୍କ ସେବାରେ ନିୟୋଜିତ ଥିବା ଏ ଭଳି ସଂଗଠନକୁ ଯେତେ ପ୍ରସଂସ । କଲେ ମଧ୍ୟ କମ ହେବ ନିଶ୍ଚୟ।
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































