ଫୁଲବାଣୀରୁ ୫ଓ ଜିଲ୍ଲାରୁ ୫୨ନୁତନ କରୋନାପଜିଟିଭ ଚିହ୍ନଟ,
ଫୁଲବାଣୀ-( ସୁନୀଲ ପଟନାୟକ) ଶୁକ୍ରବାର କନ୍ଧମାଳ ଜିଲ୍ଲାରେ ମୋଟ ୫୨ଜଣ କରେ। ନା ପଜିଟିଭ ରୋଗୀଚିହ୍ନଟ ହୋଇଛନ୍ତି ।.
ଶୁକ୍ରବାର ଫୁଲବାଣୀ ସହରରୁ ୫ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୧୩ଜଣ ଚିହ୍ନଟ ହୋଇଛନ୍ତି ।
ଆଜି ଫୁଲ ବାଣୀ ସହରରୁ ଚିହ୍ନଟ ପଜିଟିଭ ଆକ୍ରାନ୍ତ ୫ଜଣଙ୍କ ମଧ୍ୟରୁ ଓଲଡ ଏଲଆଇସି କଲୋନୀ, ପିଅନପଡ଼ା,କେନ୍ଦୁପଦର ,ଆରଟି ଓ ଫୁଲବାଣୀ, ଗୋପାଳ ସାହିଅଞ୍ଚଳରୁ ଜଣେ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେହିପରି ଶୁକ୍ରବାର ବାଲିଗୁଡ଼ାରୁ ଜ6ଣ ଚିହ୍ନଟ ହୋଇଥିବାବେଳେ ,ଦ।ରିଙ୍ଗବାଡି ୧. ଚକାପାଦ ୨,ଖଜୁରୀପଡ଼ା ୩,’ଜିଉ ଦୟଗିରି ୭. ଫିରିଙ୍ଗିଆ ୬, I ଟିକା ବାଲି ୬ ଓ ରାଇକିଆ ୩ ଜଣ ,କୋଟଗଡ଼ ୫କରେ । ନାପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳ ର ବାହାରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୯ହଜାର ୪୫୬ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇଥିବାବେଳେ ୮ହଜାର ୫୮୮ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ୮୮୩ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୪୧ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।।
.
 
         
             Odia
 Odia 















































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































