ମଲିକପୋଡି ଜଙ୍ଗଲ ରେ ହାତୀପଲ ବୁଲୁଛନ୍ତି , ଭୟରେ ଗ୍ରାମବାସୀ,
ଫୁଲ ବାଣୀ-କନ୍ଧମାଳ ଜିଲ୍ଲା ମାଲିକ ପୋଡି ଜଙ୍ଗଲରେ ଏବେ ୧୫ ଟି କିଆ ହାତୀପଲ ବୁଲୁ ଥି ବା ଗ୍ରାମବାସୀ ଦେଖିବନବିଭାଗକୁ ଖବର ଦେବାପରେ ଜିଉ ଦୟଗିରି ବନବିଭାଗ କର୍ମଚାରୀମାନେ ଘଟଣା ସ୍ଥଳକୁ ଯାଇ ମାଇକ ଯୋଗେ ପ୍ରଚାର କରିବା ସହ ହାତୀପଲକୁ ଘଉଡ଼ାଇବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି ।
ହାତୀ ପଲ ଜଙ୍ଗଲରେ ବୁଲ୍ଲ ଥିବା ଦେଖି ଗ୍ରାମ ବାସୀମାନେ ଭୟଭିତ ହୋଇପଡିଛନ୍ତି । ଏ ସବୁ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଜିଉଦୟଗିରି ବନବିଭାଗ ରେ ଜଂଅଧିନ ମଲିକ ପୋଡି ଗ୍ରାମର ଲଏରଜୁ ଓ ଟିଆମୁକୁଲିଙ୍ଗି ଆ ଗ୍ରାମ 6ର କଦଳୀଗଛ ସବୁ ଖାଇ ନଷ୍ଟକରିଥିବା ଦେଖିବାକୁ ମି ଳିଛି ।
ମୁଜାଗଡ଼ ଅଞ୍ଚଳରୁ ଏହି ହାତୀ ପଲ ଏଠାକୁ ଚାଲି ଆସିଥିବା ଜଣାପଡିଛି।
ଖବର ପାଇ ବନ ବିଭାଗ ରେ ଜଂର ମିନାକ୍ଷୀ କୁମୁରା ଙ୍କ ନେତୃତ୍ଵରେ ଫରେଷ୍ଟର ପ୍ରବୀଣ ଦାସ, ରଶ୍ମିତା ବକସି. ବନରକ୍ଷୀ ବିଭୁରଂଜନ ସାମନ୍ତରା ଏ,ଅନୀତାପାତ୍ର ପ୍ରମୁଖ ପହଞ୍ଚି ତଦନ୍ତ କରିବା ସହ ହାତୀପଲର ଗତିବିଧି ଅନୁସଂଧାନ କରିବା ସହ ଜଙ୍ଗଲ ମଧ୍ୟକୁ
ନଯିବା ଲାଗି ପରାମର୍ଶ ଦେଇଛି ଜଙ୍ଗଲ ବିଭାଗ।
ବର୍ତ୍ତମାନ ଜଙ୍ଗଲରେ ଆମ୍ବ ପଣସ ପାଚିବା ଆରମ୍ଭ ହୋଇ ଥିବାରୁ ହାତୀମାନେ ଖାଇବା ପାଇଁ ଆକୃଷ୍ଟ ହୋଇ ଚାଲିଆସିଥିବା ବନ ବିଭାଗ କହିଛି ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































