ଗଛରେ ପିଟି ହେଲା କାର, ସ୍ୱାମୀ ସ୍ତ୍ରୀ ମୃତ
ଫୁଲ ବାଣୀ- (ସୁନୀଲ ପଟନାୟକ)
ଆଜି ଏକ କାର ଭାରସାମ୍ୟ ହରାଇ ରାସ୍ତାକଡଗଛରେ ପିଟି ହେବା ଫଳରେ ଘଟଣାସ୍ଥଳରେ କାର ଚାଳକ ଓ ଆଗରେ ବସିଥିବା ଚାଳକଙ୍କ ପତ୍ନୀ ଙ୍କ ଚାପିହୋଇ ମୃତ୍ୟୁ ଘଟିଛି।
କାରଟି ଭଞନଗରରୁ ରାଉରକେଲାକୁ ଯାଉଥିଲେ। ତେ6ବକନ୍ଧମାଳ ଜିଲ୍ଲା ସୀମାନ୍ତବର୍ତ୍ତୀ ଚାରି ଛକ ନିକଟ ଝାଡରା ସିଂ ରେ ଭାରସାମ୍ୟ ହରାଇ ରାସ୍ତାକଡ଼ଗଛରେ ପିଟି ହୋଇଯାଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ମୃତ୍ ଦୁଇ ଜଣ ହେଲେ କାର ଚାଳକ ସୁରେନ୍ଦ୍ର ନାଏକ, ଓ ସ୍ତ୍ରୀ ନମିତା ନୀ ଏକ Iକାରଟି ଭାଙ୍ଗି ଚୁରମାର ହୋଇଯାଇଛି।
ଖବର ପାଇ ଚାରି ଛକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































