ଫୁଲବାଣୀରୁ ୩ ଓ ଜିଲ୍ଲାରୁ ୭୬ ନୁତନ କରୋନା ପଜିଟିଭ ଚିହ୍ନଟ
ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ ୭୬ଜଣ କରେ।ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଫୁଲବାଣୀ ସହରରୁ ୩ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୫ଜଣ ଚିନଟ ହୋଇଛନ୍ତି,
ଆଜି ଫୁଲ ବାଣୀ ସହରରୁ ଚିହ୍ନଟ ପଜିଟିଭ ଆକ୍ରାନ୍ତ ୩ଜଣ ଙ୍କ ମଧ୍ୟରୁ କେନ୍ଦୁପଦର, କଣ୍ଟ୍ରାକ୍ଟର ପଡ଼ା ଓଡ଼ିଏଚ୍ଏଚ୍ ରୁ ଜଣେ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ବୁଧବାର ବାଲିଗୁଡ଼ା ବ୍ଲକରୁ ୫ ଜଣ ଚିହ୍ନଟ ହୋଇଥିବାବେଳେ ବାଲିଗୁଡ଼ାସହରର ଜଣେ ,ଦ।ରିଙ୍ଗବାଡି ୧୨,ଖଜୁରୀପଡ଼ା ୨,’ଜିଉ ଦୟଗିରି ୧୧, ଫିରିଙ୍ଗିଆ ୧ ୩,ଟିକା ବାଲି ୩ ଓ ରାଇକିଆ ୬ଜଣ ଓ, ଚକା ପାଦ ୪, କୋଟଗଡ ୩ କରେ । ନାପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେହି ପରି କନ୍ଧମାଳ ବାହାରେ ୩ପଜିଟିଭଚିହ୍ନଟ ହୋଇଛନ୍ତି ।
ସେହିପରି ବର୍ତ୍ତମାନ ସୁଧା କନ୍ଧମାଳ ଜିଲ୍ଲାରେ ମୋଟ ୯ହଜାର ୮୧୯ଜଣ ପିଜିଟିଭ ରୋଗୀ ଚିହ୍ନଟ 6ହାଇଥିବାବେଳେ ୯ହଜାର ୦୬୩ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ ୭୧୩ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଏଯାଏ ୪୩ ଜଣଙ୍କ ମୃତ୍ୟୁ ଘଟିଥିବା ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ଲକ୍ଷ୍ୟ କରାଯାଉଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ୍ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।।
.
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































