କନ୍ଧମାଳ ର ଜଣେ ଜବାନ ସହୀଦ :କନ୍ଧମାଳରେ ଶୋକର ଛାୟା
ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଳକର ସଜଂୟ କୁମାର ପ୍ରଧାନ ନାମକ ଜଣେ ଜବାନସହୀଦ ହୋଇଥିବା ଜଣାପଡିଛି । ସହିଦ ସଜଂୟଙ୍କ ଘର ରାଇକିଆ ବ୍ଳକର ପେଟା ପାଙ୍ଗ । ଗ୍ରାମରେ। ସେ ଶ୍ରୀନଗର ଠାରେ ଡ୍ୟୁଟି କରୁଥିଲେ, l
ଆସନ୍ତାକାଲି ତାଙ୍କର ପାର୍ଥୀ ବଶରୀର ଗ୍ରାମରେ ପହଞ୍ଚିବ। ମରଶରୀର ପହଞ୍ଚିବାପରେ ନିଜ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ ହେବ। ପ୍ରଶାସନ ପକ୍ଷରୁ ସହିଦ ସଂଜୟଙ୍କ ଗ୍ରାମରେ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଠାରେ ଶୋକସଭା ଅନୁଷ୍ଠିତ ହେବା ସହ ସହୀଦଙ୍କୁ 6ଶଷସମ୍ମାନ ଜଣାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ସଂଜୟଙ୍କ କିଭଳି ପରିସ୍ଥିତିରେ ମୃତ୍ୟୁ ଘଟିଲା ଆସନ୍ତ । କାଲି ସ୍ପଷ୍ଟ ହେବ । ସଂଜୟଙ୍କ ସହିଦ ଖବର ଶୁଣିବାପରେ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































