କଳ୍ପତରୁ ଫାଉଣ୍ଡେସନ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
                                ଧର୍ମଶାଳା( ଉଲାପ୍ର) କଳ୍ପତରୁ ଦାସ ନ୍ୟାସନାଲ ଫାଉଣ୍ଡେସନ ତରଫରୁ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଙ୍କ ନିର୍ଦ୍ଦେଶକ୍ରମେ ଧର୍ମଶାଳା 13ନଂ ଜୋନ ଜିଲ୍ଲା ପରିଷଦ ନିରଞ୍ଜନ ରାଉତ ଙ୍କ ତତ୍ୱବାଧାନରେ ଧର୍ମଶାଳା ପୂର୍ବତନ ବିଜୁ ଯୁବ ଜନତା ଦଳର ସଭାପତି ପ୍ରସନ୍ନ କୁମାର ରାଉତ ଙ୍କ ନେତୃତ୍ୱରେ ଜାରକା ଗ୍ରାମପଞ୍ଚାୟତର ଟିକରପଡା ଗ୍ରାମରେ ଶୁଖିଲା ଖାଦ୍ୟ, ଛତା ଓ ମାସ୍କ ବଣ୍ଟନ ସହ ସାନିଟାଇଜର ମାରି କରୋନା ର ଦିତ୍ତୀୟ ଲହର ସହ କିପରି ମୁକାବିଲା କରାଯିବ ସେଥିପାଇଁ ସଚେତନ କରାଯାଇଥିଲା।
ଏହି ବଣ୍ଟନ କାର୍ଯ୍ୟକ୍ରମ ଧର୍ମଶାଳା ବ୍ଲକ ଯୁବ ସାଧାରଣ ସମ୍ପାଦକ ଶଶିକାନ୍ତ ସାମଲ ଧର୍ମଶାଳା ଛାତ୍ର ସମ୍ପାଦକ ଚନ୍ଦନ କୁମାର ଦାସ,ପ୍ରକାଶ ଜେନା,ତ୍ରିନାଥ ମହାନ୍ତି, ଡ଼ି ଦ୍ୱାରିକାନାଥ ଦୋରା ପ୍ରଭାତ କୁମାର ଜେନା, ଏସେକେ ରାଜ ସବକପ୍ରମୁଖ ଉପସ୍ଥିତ ଥିଲେ।
        
            
 Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































