ଫୁଲ ବାଣୀ ସଦର ମହକୁମା ଡାକ୍ତରଖାନାରେ ଲିକ୍ୟୁଡ ମେଡିକାଲ ଅକ୍ସିଜେନ ପ୍ରାଣ୍ଟ ପ୍ରତିଷ୍ଠା ହେବ
ଫୁଲ ବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାର ଉନ୍ନତି ତଥା ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନା ପରିସରରେ ଲିକ୍ୟୁଡ୍ସ ମେଡିକାଲ ଅକ୍ସିଜେନପ୍ଲାଣ୍ଟ ପ୍ରତିଷ୍ଠା ହେବ।
ଏହି ପ୍ଲାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି Liquid Medical Oxygen ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି ।
ଏହାଦ୍ବାରା ଜିଲ୍ଲାର ଜନସାଧାରଣ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ । ଅକ୍ସିଜେନ ର ଅଭାବ ରହିବ ନାହିଁ।
ଫଳରେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସିଟିଜେନ ଫରୋମ, ପିପୁଲ ସ ଫରେ ।ମ, ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ସ୍ୱ। ଗତକରାଯାଇଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































