ପତ୍ନୀ ହତ୍ୟାକାରୀ ସ୍ଵାମୀକୁ ଜେଲ
ଫୁଲ ବାଣୀ- (ସୁନୀଲ ପଟନାୟକ)
ଅଗ୍ନିକୁ ସାକ୍ଷୀ ରଖିସାତ ଜନମ ପାଇଁ ବିବାହ କରିଥିଲା ହେଲେ ବର୍ଷଟିଏ ବି ହୋଇ ନି ପତ୍ନୀକୁ ହତ୍ୟା କରିଥିଲା ସ୍ୱାମୀ । ଫଳରେ ସ୍ୱାମୀକୁ ବାନ୍ଧିଲା ପୋଲିସ। ଏଭଳି ଘଟଣା ଘଟିଛିଖଜୁରୀପଡ଼ା ଥାନା ଅନ୍ତର୍ଗତ ସିଡିଙ୍ଗ ଗ୍ରାମରେ।
ସିଡିଙ୍ଗ ଗ୍ରାମର କୁ ବେର ନ।ଏକବାଣି ଗୋଛା ଅଞ୍ଚଳର ସୌବା ମିନି କୁଛମାସ ତଳେ ବିବାହ କରିଥିଲା।ବିବାହ ପରଠୁ ଅଧିକା ଯୌତୁକ ଦାବୀ କରି ଶାରିରୀକ ଓ ମାନସିକ ନିର୍ଯ୍ୟା ତନା ଦେଇ ଆସୁଥିଲେ ସ୍ୱାମୀ ଓ ପରିବାର ଲୋକେ,I ତେବେ ଗତ ସୋମବାର ସୌଦାମିନୀ ର ଆଚାନକ ମୃତ୍ୟୁ ଘଟିଥିଲା ।
ଖବର ପାଇ ବାପ ଘର ଲୋକେ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ କୁ ବେର ହତ୍ୟା କରିଥିବା ନେଇ ଏତଲା ଦେଇଥିଲେ । ଫଳରେ ଖଜୁରୀପଡ଼ାପୋଲି ସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡର ତଦନ୍ତ କରିବା ସହ ସ୍ୱାମୀକୁ ବେର ନା ଏକକୁ ଗିରଫ କରିଛି। ଏହି ମାମଲାରେ ଆଉ କିଏ ସଂପୃକ୍ତ ଅଛି କି ନାହିଁ ସେ ନେଇ ମଧ୍ୟ ପୋଲିସର ତଦନ୍ତ ଜାରୀ ରହିଥିବା ଥାନା ଅଧିକାରୀ ରମାକାନ୍ତ ପାତ୍ର କହିଛନ୍ତି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































