ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର,୨୦ୟୂନିଟ ରକ୍ତ ସଂଗ୍ରହ
ଫୁଲ ବାଣି- (ସୁନୀଲ ପଟନାୟକ)
କନ୍ଧମାଳ ଜିଲା ବିଜୁ ଜନତା ଦଳ ପକ୍ଷରୁ ଚକାପାଦ ବ୍କକର ଲାଇନ ପଡ଼ାଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବୀର ର ଆୟୋଜନ କରାଯାଇଥିଲା।ଏହି ରକ୍ତଦାନ ଶିବିରରେ ରାଜ୍ୟ ଯୁବ ବିଜୁ ଜନତା ଦଳ ସଭାପତି ପ୍ରିତିରଂଜନ ତ୍ରିପାଠି, ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡ଼ା ବିଧାୟକଚନ୍ଦ୍ରମଣି କହଁର, ଜିଲ୍ଲାପରିଷଦ ଅଧକ୍ଷା ଆକାକ୍ଷାଂ ପ୍ରଧାନ,ଯୁବ ବିଜୁ ଜନତା ଦଳ ସଭାପତି କନ୍ଧମାଳ ବିଷ୍ଣୁ ଚରଣ ମଲିକ, ଛାତ୍ର ବିଜୁ ଜନତା ଦଳ ସଭାପତି ସୁନୀଲ ସେଟି,ଚକାପାଦ ବ୍ଲକ ବିଜେଡି ସଭାପତି ରାଜେଶ ଡିଗଲ, ଚକାପାଦ ବ୍ଲକ ଅଧ୍ୟକ୍ଷ ପ୍ରଭ ଞନ କହଁର, ଖଜୁରୀପଡ଼ା ବ୍ଲ୍କ୍କ୍କ୍କ ଅଧ୍ୟକ୍ଷ ବିରେନ୍ଦ୍ର କହଁର,ମହମଦ୍ଦୟାସିନ, ରାଜ୍ୟ ସଂଖ୍ୟା ଲଘୁ ସେ ଲର ସାଧାରଣ ସଂପାଦକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ପୁନମ କହର ଜିଲା ବିଜୁ ଜନତା ଦଳ ମହିଳା ଶାଖା, ସଭାପତି, ସରପଞ୍ଚ ନଳିନୀ କହଁର, କିଶୋର କହଁର, କୁସୁମେଣ୍ଡିସିମିତି ସଭ୍ୟ ଶିବଶଙ୍କର ପ୍ରଧାନ ଓ ବିଜୁ ଜନତା ଦଳ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଏହି ଶିବିରରେ ୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
ଏହି ଅବସରରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































