ନରସିଂହପୁର ଓ କାନପୁର ଥାନା ଅଧିକାରୀ ଙ୍କୁ ଓକିଲ ସଂଘ ତରଫରୁ ସମ୍ବର୍ଦ୍ଧନା
ନରସିଂହପୁର (ସୁବ୍ରତ କୁମାର ମିଶ୍ର)
ନରସିଂହପୁର ଓକିଲ ସଂଘ ତରଫରୁ ନରସିଂହପୁର ଆଇଆଇସି ଅଲେଖ ଗର୍ଦିଆ ଓ କାନପୁର ଭାର ପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରବିନ୍ଦ୍ର ଭୁଜବଳ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥିରେ ଓକିଲ ସଂଘର ସଭାପତି ନିର୍ମଲେନ୍ଦୁ ମିଶ୍ର, ଉପ ସଭାପତି ଗୋଲାକ ବିହାରୀ ସାହୁ, ସମ୍ପାଦକ ନର ନାରାୟଣ ବାରିକ, ସହ ସମ୍ପାଦକ ଅମୀୟ ରଂଜନ ପଣ୍ଡା, କୋଷାଧ୍ଯକ୍ଷ ଆମର ସିଂ, ଗ୍ରନ୍ଥା ଗାରିକ ଦେବଦତ୍ତ ମଳୟ କୁମାର ବରାଳଙ୍କ ସମେତ ସମସ୍ତ ଓକିଲ ଉପସ୍ଥିତ ଥିଲେ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































