ସିମନ ବାଡି ବନ ବିଭାଗ ରେ ୭୨ତମ ବନ ମହୋତ୍ସବ ରେ ବୃକ୍ଷରୋପଣ
ଫୁଲବାଣୀ- (ସୁନୀଲ ପଟନାୟକ)
ବାଲିଗୁଡ଼ାବନବିଭାଗ ଡିଭିଜନ ଅନ୍ତର୍ଗତ ସିମନବାଡି ରେ ଜଂ ଅଧିନରେ ୭୨ ତମ ବନମହୋତ୍ସବ ପାଳିତ ହୋଇଥିଲା।
ଏହି ଅବସରରେ ରେ ଜଂଅଧିନ ଲାରି ବାଡି ସକ ଜଙ୍ଗଲରେ ବିଭିନ୍ନ କିସମର ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା।
ଏହି ଅବସରରେ ରେ ଜଂ ଅଫିସର ସତୀଶ କୁମାର ଧ।ରୁଆ ଙ୍କ ପ୍ରତକ୍ଷ ତତ୍ତ୍ଵ । ବଧାନରେ ଅନୁଷ୍ଠିତ ବୃକ୍ଷରୋପଣକାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦାରିଙ୍ଗବାଡି ତହସିଲ ଦାର କଳାକୃଷ୍ଣ ପ୍ରଧାନଯୋଗଦେଇ ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ଜଙ୍ଗଲ ସୁରକ୍ଷା କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ଲାରି ବାଡି ଜଙ୍ଗଲରେ ବୃକ୍ଷ ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିମନବାଡିସରପଞ୍ଚ ଅମିତା ପ୍ରଧାନ, ଏସବିଆଇ ଶାଖା ପରିଚାଳକ ବିରେନ ମିତ୍ର ପ୍ରଧାନ, ସମିତି ସଭ୍ୟା ଟୁନି ମୁଖ୍, ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ଅନ୍ୟମାନଙ୍କୁ କୃକ୍ଷରୋପଣ କରିବାଲାଗି ପରାମର୍ଶ ନେଇଥିଲେ ।
ଏକ ସପ୍ତାହବ୍ୟାପୀ ଅନୁଷ୍ଠିତ ହେଉଥିବା ଏହିବନମ6ହ।ତ୍ସବ କାର୍ଯ୍ୟକ୍ରମ ଅବସରରେ ସିମନବାଡି ରେ ଜଂ ଅଧିନରେ ବିଭିନ୍ନ ଗ୍ରାମ ।ଞ୍ଚଳରେ ଲୋକଙ୍କୁ ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣ ଉପରେ ସଚେତନ କରାଯିବା ସହ ବ୍ୟାପକ ଔଷଧୀୟ ବୃକ୍ଷସମେତ ଅନ୍ୟାନ୍ୟ ବୃକ୍ଷ ଚାରା ରୋପଣ କରାଯିବ ବୋଲି ସିମନ ବାଡି ରେ ଜଂର ଧାରୁଆ କହିଛନ୍ତି ।
ବିଶେଷକରି ସଂପୃକ୍ତ ରେଞ୍ଜ ଅଧିନରେ ଲୋକମାନେ ଜଙ୍ଗଲ ସୁରକ୍ଷା ଓ ନିଆଁ ଦାଉରୁ ରକ୍ଷାକରିବା ନେଇ ସଚେତନ ଥିବା ଓ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ଦିଗରେ ଆଗ୍ରହ ପ୍ରକାଶ କରୁଥିବା ଫଳରେ ରେଜଂଅଧିନରେ ପୁର୍ବ । ପେକ୍ଷା ଜଙ୍ଗଲ ବୃଦ୍ଧି ପାଇଥିବା କୁହାଯାଉଛି।
ଏଥିରେ ଯୁବ ରେ ଜଂର ସତୀଶ କୁମାର ଧାରୁଆ ,ବନ ପାଳ ରବିନା ଏକ ପ୍ରସନ୍ନ ପାତ୍ର, ହରିଶ ପ୍ରଧାନ ଓ ବନରକ୍ଷୀ ବିଜୟୀନନ୍ଦ ସେ ଠି, ସ୍ୱପ୍ନା ରାଣି ପାତ୍ର,ସୁଶୀଳ ପ୍ରଧାନ ପ୍ରମୁଖ ଓ ଆମଜଙ୍ଗଲ କର୍ମକର୍ତ୍ତା ପ୍ରମୁଖଙ୍କ ନିଷ୍ଠା ଓ ଆନ୍ତରୀକତା ସାଙ୍ଗକୁ କାର୍ଯ୍ୟଦକ୍ଷତା ଯୋଗୁଁ ଜଙ୍ଗଲ ବୃଦ୍ଧି ପାଇଥିବା ସାଙ୍ଗକୁ ବନ୍ୟପ୍ରାଣୀଙ୍କ ମଧ୍ୟ ସୁରକ୍ଷା ହୋଇପାରିଥିବାଜଣାପଡିଛି ।
ଆଜିର ଏହି କାର୍ଯ୍ୟକ୍ରମରେ ବନମାଳୀଗୌଡ,ମୋନଜ ବେହେରା ଓ କାହୁକହେରା ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































