କାର ସହ ୩୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ଫୁଲବାଣୀ-( ସୁନୀଲ ପଟନାୟକ)
ବୁଧବାର ଖଜୁରୀପଡ଼ା ଥାନା ଅନ୍ତର୍ଗତ ବାର ପୋଲିଆ ନିକଟରୁ ଏକକାର ସହ ୩୦ କେଜି ଚୋରାଗ6ଜଂ ଇଜବତ କରିଛି ଅବକାରି ବିଭାଗ। ଏଥିରେ ସଂପୃକ୍ତ ସୁସୁଲି ପାଙ୍ଗା ଗ୍ରାମର ରାହୁଲ ଦିଗଲ ନାମକ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।
କୌଣସି ସୁତ୍ରରୁ ଖବର ପାଇ ଅବକାରୀ ବିଭାଗ କର୍ମଚାରୀମାନେ ବରପୁଲି ଆଠାରେ ଛକି ବସିଥିଲେ। ଆଉ କାରକୁ ଅଟକାଇ ଯାଞ୍ଚକଲାବେଳେ କାର ଭିତରୁ ଗ6 ଜଂ ଇମିଳିଥିଲା। ଏହି ଗ6ଜଂ ଇସବୁ ଭୁବନେଶ୍ଵରକୁ ନେଉଥିଲା ରାହୁଲ ବୋଲି କହିଛି ଅବକାରୀ ବିଭାଗ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































