ଆଇନଜୀବୀ ପ୍ରଭାସ ସାହୁଙ୍କ ପ୍ରଥମ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ଆଠଗଡ(ଉଲାପ୍ର)ଆଠଗଡ ବାରର ଆଇନଜୀବି ପ୍ରଭାସ ସାହୁଙ୍କ ପ୍ରଥମ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭା ବାର ପରିସରରେ ଅନୁଷ୍ଠିତ ହୋଇଯାଇଛି,ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସମସ୍ତ ଆଇନଜୀବି ମାନେ ଦିବଙ୍ଗତ ଆଇନଜୀବି ପ୍ରଭାସ ସାହୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ, ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ଆଇନଜୀବୀ ଅଦେଇତ ଚରଣ ପଣ୍ଡା,ବିଷ୍ଣୁ ପ୍ରସାଦ ସାହୁ,ତ୍ରିନାଥ ରଥ,ସପନ
ପଟନାୟକ,ଶରତ କୁମାର ଦାଶ, ପ୍ରସନ୍ନ କୁମାର ରାଉତ,ବିଜୟ କୁମାର ବେହେରା,ସତେନ ପଣ୍ଡା,ପ୍ରମୋଦ ଜେନା,ଜଗଦାନନ୍ଦ ତ୍ରିପାଠୀ, ବନବିହାରି ସାହୁ,ପ୍ରକାଶ ସେଠି,ମନୋଜ ପଟନାୟକ,ଜ୍ଞାନରଞ୍ଜନ ମହାପାତ୍ର,ବିମ୍ବାଧର ରାଉତ,ଶ୍ୟାମାନନ୍ଦ ମହାରଣା,ରାମ ନାରାୟଣ ମହାନ୍ତି ପ୍ରମୁଖ ସମସ୍ତ ସଭ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































