ଅଲମ୍ପିଆନ ପ୍ରମୋଦ ଭଗତ ଙ୍କୁ ସମ୍ବର୍ଦ୍ଧନା
ଭାରତର ଗର୍ବ ପାରାଲିମ୍ପିକ୍ସ୍ ରେ ସ୍ଵର୍ଣ୍ଣ ପଦକ ଜିତିଥିବା ଓଡିଶା ମାଟିର ପୁଅ ପ୍ରମୋଦ ଭଗତଙ୍କୁ ଏବିଭିପି ଓଡ଼ିଶା ରାଜ୍ୟ ସମ୍ପାଦକ ସୌଭାଗ୍ୟ ମୋହାନ୍ତି ଓ ଏବିଭିପି ସମ୍ବଲପୁର ବିଭାଗ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା ଅତାବିରା ନଗର୍ ଏବିଭିପି କାର୍ଯ୍ୟକର୍ତ୍ତା ନଗର ସହସମ୍ପାଦକ ଅଚ୍ୟୁତ ମାଝୀ,ନଗର ଏସ୍ ଏଫ୍ ଡି ପ୍ରମୁଖ ଅଶୋକ ଭୋଇ,ନଗର ଛାତ୍ରୀ କାର୍ଯ୍ୟକର୍ତ୍ତା ପ୍ରମୁଖ ଶାଲିନି ସ୍ୱାଇଁ କାର୍ତିକ ବେହେରା ରୋଷଣ ପ୍ରଧାନ ଅମର ସାହାଣୀ ସୁଶାନ୍ତ ବାଗ ଓଁମ ପ୍ରକାଶ ସାହୁ ସ୍ୱାଗତ ଭୋଇ ସୁଧୀର ଦେବତା ପ୍ରୀତମ ଦୀପ ଏବଂ ଅନ୍ୟ ସକ୍ରୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ବିଶାଳ ବାଇକ୍ ଶୋଭାଯାତ୍ରାରେ ସାମିଲ ହେବା ସହ ସମ୍ବର୍ଦ୍ଧନା ଜଣାଇଲୁ l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































