ମାସ୍କ ଓ ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକରେ ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ସାମାଜିକ ଦୂରତା ଲୋକ ସଚେତନ କରିବା ପାଇଁ ବ୍ଲକ ପ୍ରାଙ୍ଗଣରେ ପ୍ରଶାସନ ତରଫରୁ ଆୟୋଜିତ କରାଯାଇଥିଲା!ଏଥିରେ ଦୁଇଶହରୁ ଉର୍ଦ୍ଧ ସଚେତନରେ ଭାଗ ନେଇଥିଲେ!ଏବଂ ସ୍ଥାନୀୟ ପରଜଙ୍ଗ ବିଧାୟକ ଡ଼ଃ ନୃସିଂହ ଚରଣ ସାହୁ, କଙ୍କଡ଼ାହାଡ଼ ବ୍ଲକର ଲୋକପ୍ରିୟ ବ୍ଲକ ଅଧ୍ୟକ୍ଷଶ୍ରୀଯୁକ୍ତ କାର୍ତ୍ତିକ ସାହୁ, ବ୍ଲକ ଗୋଷ୍ଠୀଉନ୍ନୟନ ଅଧିକାରିଣୀ ବୁଲୁବୁଲୁ ବେହେରା ଏବଂ ବିଜୁଜନତା ଦଳ ଛାତ୍ର ସଭାପତି ଦେବବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜନସାଧାରଣଙ୍କୁ ସଚେତନ କରିବା ସହିତ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିଥିଲେ!
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































