ଓଡ଼ିଶା ସାମ୍ବାଦିକ ସଂଘ ସାଧାରଣ ପରିଷଦ ବୈଠକ
ଫୁଲ ବାଣୀ-୨୩/୧୦(ସୁନୀଲପଟନାୟକ)
ଓଡ଼ିଶା ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ଏକ ସାଧାରଣ ପରିଷଦ ବୈଠକ ଶୁକ୍ରବାର ସ୍ଥାନୀୟ ପ୍ରେସକ୍ଲ୍କ୍ବ୍ବ ବଠାରେ ସଂଘ ସଭାପତି ରାଧାମୋହନ ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା ଏଥିରେ ଫୁଲବାଣୀ ବିଧାୟକ ଅଙ୍ଗ ଦ କ ହଁ ର ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ବାଦିକ ମାନେ ସର୍ବଦା ସତ୍ୟ ଘଟଣା ଉପରେ ଆଧାରିତ ଖବର ପରିବେଷଣ କଲେ ସମସ୍ତଙ୍କ ଆଦୃତ ହେବ ବୋଲି କହିଥିଲେ ।
ସେହିପରି ଏହି ବୈଠକରେରାଜ୍ୟ ସମ୍ପାଦକ ଶଶୀ ଭୂଷଣ ପ୍ରହରାଜ ବରିଷ୍ଠ ସାମ୍ବାଦିକ କୋଷାଧ୍ୟକ୍ଷ ଅରୁଣ ଷଡ଼ଙ୍ଗୀ, କନ୍ଧ ମାଳ ଜ଼ିଲ୍ଲା ସଂଘସଂପାଦକ ପ୍ରମୁଖ ଯୋଗ ଦେଇ ବିଭିନ୍ନ ସମୟରେ ଖବର ପରିବେଷଣ କରିବା ସମୟରେ ସାମ୍ବାଦିକମାନେ ଆକ୍ରମଣର ଶୀକାର ହେଉଥିବା ରୁ ଉଦବେଗ ପ୍ରକାଶ କରିବା ସହ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସୁରକ୍ଷା ବିଲଆଣିବା ଲାଗି ସବୁ ସାମ୍ବାଦିକ ଏକଯୁଟ ହୋଇ ଦାବୀ କରିବା ଲାଗି ଆହ୍ଵାନ ଦେଇଥିଲେ।
ଜିଲାର ବିଭିନ୍ନ ଅଞ୍ଚଳରୁ ସାମ୍ବାଦିକମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































