ହୋମିଓପାଥି ଡାକ୍ତର ମୁରଲୀଧର ସ୍ବାଇଁଙ୍କ ପରଲୋକ
ଆଠଗଡ(ଉଲାପ୍ର)ହୋମିଓପାଥି ଡାକ୍ତର ମୁରଲୀଧର ସ୍ବାଇଁଙ୍କ ୭୩ ବର୍ଷ ବୟସରେ ପରଲୋକ, ଦୀର୍ଘଦିନ ହେଲା କିଡନୀ ଜନିତ ରୋଗରେ ପୀଡିତ ଥିଲେ, ସେ ଜଣେ ଭଲ ମଣିଷ ଥିଲେ,ଏହା ବ୍ୟତୀତ ଶ୍ରୀଯୁକ୍ତ ସ୍ୱାଇଁ ଆଠଗଡ ସାହିତ୍ୟ ସମାଜ ର ଜଣେ ସଭ୍ୟ ଥିଲେ,ତାଙ୍କ ପରଲୋକରେ ସାହିତ୍ୟ ସମାଜ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ତାଙ୍କ ପରଲୋକରେ ଆଠଗଡ ତଥା ତାଙ୍କ ଗ୍ରାମ ରେଗେଡାପଡା ରେ ଶୋକର ଛାୟା ଖେଳି ଯାଇଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































