୫୯ ତମ ପ୍ରତିଷ୍ଠା ଦିବସ ପାଳିତ
ଆଜି ସିଭିଲ ଡିଫେନ୍ସ ର 59 ତମ ପ୍ରତିଷ୍ଠା ଦିବସ ଅତି ଆଡମ୍ବର ସହକାରେ ପାଳନ କରାଯାଇଛି. ଏହି କାର୍ଯ୍ୟକ୍ରମ କୁ ସିଭିଲ ଡିଫେନ୍ସ ର ମେମ୍ବର ବିଙ୍କୁ ବିଶ୍ୱାଳ, ପ୍ରଶାନ୍ତ କୁମାର ଜେନାମଣି, ସମୀର ସାମଲ, ପପୁନ ନାଏକ, ମିଥୁନ ନାଏକ,ପୁଷ୍ପଗୁଛ ଦେଇ ମାନ୍ୟବର ଜିଲ୍ଲାପାଳ….. S P… Emergency Officer, DPO ଙ୍କୁ ସ୍ୱାଗତ କରିଥିଲେ. ଏହି ସଂଗଠନ ର ଇତିହାସ ଏବଂ ଅତୀତର ବହୁ ବିପର୍ଯୟ ଯଥା 1999 ମହା ବାତ୍ୟା ଠାରୁ FANI ବାତ୍ୟା ଏବଂ CORONA ମହାମାରୀ ଠାରୁ ବିଭିନ୍ନ ଦୁର୍ଘଟଣାରେ ସାହାଯ୍ୟ କରିଥିବା ସମସ୍ତେ ଆଲୋଚନା କରିଥିଲେ. ଏହି ଅବସରରେ ମାନ୍ୟବର ଜିଲ୍ଲାପାଳ ଏବଂ SP ମେମ୍ବର ମାନଙ୍କୁ ସାଧୁବାଦ ଦେବା ସହିତ ବିଭିନ୍ନ ଉପଦେଶ ଏବଂ ଆଗକୁ ପରୋପକାର କାର୍ଯ୍ୟକ୍ରମ ଜାରି ରଖିବାକୁ ଉତ୍ସାହିତ କରିଥିଲେ..
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































