ଆଠଗଡ ରେ ସାମ୍ବାଦିକ ଓଲ୍ହାଇଲେ ରାଜନୀତିକୁ,ସରପଞ୍ଚ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ
ଆଠଗଡ( ଉଲାପ୍ର)ପଞ୍ଚାୟତ ନିର୍ବାଚନକୁ ଓଲ୍ହାଇଲେ ସାମ୍ବାଦିକ।ଆଠଗଡ ର ଯୁବ ସାମ୍ବାଦିକ ତଥା ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘର ସମ୍ପାଦକ,ଗଡଜାତ ପରିକ୍ରମାର ସଭ୍ୟ, ବଡ ଖବରର ସାମ୍ବାଦିକ,ଉତ୍କଳ ସାମ୍ବାଦିକ ସଙ୍ଘର ସଭ୍ୟ ସନ୍ତୋଷ ବାରିକ ପଞ୍ଚାୟତ ନିର୍ବାଚନ ରେ ମଇଦାନକୁ ଓଲ୍ହାଇଛନ୍ତି, ତାଙ୍କର ଏହି ପ୍ରାର୍ଥୀତ୍ୟକୁ କଟକ ଜିଲା ସାମ୍ବାଦିକ ସଙ୍ଘ ସମର୍ଥନ କରୁଛି।ସେ ଆଠଗଡ ବ୍ଲକ ରାଧାଗୋବିନ୍ଦପୁର ପଞ୍ଚାୟତ ପାଇଁ ସ୍ୱାଧୀନ ପ୍ରାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଧାଇପୁର ପଞ୍ଚାୟତ ରେ,ଈଶ୍ୱର କରନ୍ତୁ ସେ ସେହି ପଞ୍ଚାୟତ ରେ ନିର୍ବାଚିତ ହୋଇ ପଞ୍ଚାୟତ ବାସୀଙ୍କ ପାଇଁ କାର୍ଯ୍ୟ କରନ୍ତୁଏବଂ ଅର୍ଥ କ୍ଷମତା ଏହି ପଞ୍ଚାୟତ ଭୋଟର ମାନଙ୍କ ଉପରେ ନପଡୁ,ଭୋଟର ଯଦି ଅର୍ଥ ନେଉଛନ୍ତି ନିଅନ୍ତୁ ଏବଂ ସନ୍ତୋଷ ବାରିକଙ୍କୁ ଭୋଟ୍ ଦିଅନ୍ତୁ।ତାହେଲେ ଆଠଗଡ ରେ ହେବ ଏକ ମସ୍ତବଡ ପରିବର୍ତ୍ତନ।ଭୋଟର ସଜାଗ ହୁଅନ୍ତୁ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































