ଆଠଗଡ ଷ୍ଟାଡିଅମ ଠାରେ ସବ ଡିଭିଜନ ସାମ୍ବାଦିକ ସଙ୍ଘ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ
ଆଠଗଡ( ଉଲାପ୍ର)ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ତରଫରୁ ଆଠଗଡ ଷ୍ଟାଡିଅମ ଠାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇ ଥିଲା।ପ୍ରଜାତନ୍ତ୍ର ର ପୂର୍ବତନ ସାମ୍ବାଦିକ ଦେବେନ୍ଦ୍ର ବେହେରା ଆଠଗଡ ଷ୍ଟାଡିଅମ ଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଉତ୍ସଭ ରେ କଟକ ଜିଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ ସେନାପତି,ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ସଭାପତି ସଚ୍ଚିଦାନନ୍ଦ ପଣ୍ଡା,ସମ୍ପାଦକ ସନ୍ତୋଷ ବାରିକ, ଉପସଭାପତି ସର୍ବେଶ୍ୱର ପଣ୍ଡା,ବିଜୟ ନାୟକ,ବିଷ୍ଣୁ ପ୍ରସାଦ ଦାସ,ଅଶୋକ ଦାଶ,ଅଭୟ ସାହୁ,ରଜନୀ ପ୍ରଧାନ ପ୍ରମୁଖ ପତାକା ଉତ୍ତୋଳନ ସମୟରେ ଉପସ୍ଥିତ ଥିଲେ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































