କନ୍ଧମାଳ ଜିଲ୍ଲାରେ ୧ ୭0ଜଣ ପ୍ରାର୍ଥୀପତ୍ରପ୍ରତ୍ୟାହାର କଲେ
ଫୁଲବାଣୀ- /(ସୁନୀଲପଟନାୟକ )
ମଙ୍ଗଳବାର ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିନ l ଆଜି ଜ଼ିଲ୍ଲାରେସରପଞ୍ଚ, ୱାର୍ଡ ମେମ୍ବର, ସମିତି ସଭ୍ୟ, ଜ଼ିଲ୍ଲା ପରିଷଦ ସଭ୍ୟ ମିଶି ୧ ୭ 0 ଜଣ ପାର୍ଥି ପତ୍ର ପ୍ରତ୍ୟାହାର କରିଥିବା କଥା ଜିଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚ଼।ର୍ଯ୍ୟ କହିଛନ୍ତି।
ଜିଲାରେ ମୋଟ ୪୦୧୮ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା। ସେଥିମଧ୍ୟରୁ ଓ।ର୍ଡ ମେମ୍ବର ପାଇଁ ୨୬୩୨,ସରପଞ୍ଚ ୭୧୫,ପଞ୍ଚାୟତ ସମିତି ସଭ୍ୟ୬୦୦, ଜିଲ୍ଲାପରିଷଦ ସଭ୍ୟ ୭୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।ସେଥିମଧ୍ୟରୁ ୧ ୫ ୧ ଜଣଙ୍କ ପାର୍ଥିପତ୍ର ନାକଚ ହୋଇଥିଲା l ତେବେ ଆଜି ୱାର୍ଡ ସଭ୍ୟ ଛ ୟା ୟ ସି, ଜଣ,ସରପଞ୍ଚ ତେୟାଳସିଜଣ, ମୋଟସମିତି ସଭ୍ୟ ଅଣଚାଳିଶ ଜଣ, ଓ ଜ଼ିଲ୍ଲାପରିଷଦ ସଭ୍ୟ ଦୁଇଜଣ, ଏହିପରି ଶହେ ସତୁରି ଜଣ ପାର୍ଥିପତ୍ରପ୍ରତ୍ୟହାର କରିଥିବା କଥା ଜ଼ିଲ୍ଲା ପଂଚାୟତ ଅଧିକାରୀ ରତି କାନ୍ତ ଆଚାର୍ଯ୍ୟ କହିଛନ୍ତିlପୂର୍ବରୁ ଯାଞ୍ଚ ବେଳେ ୧୫୧ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା l
ଆଜି ୱାର୍ଡ ମେମ୍ବର ଛାୟlୟସି ଜଣ, ସରପଞ୍ଚ ତେୟାଳସି,
ଫଳରେ ଯାଞ୍ଚ ପରେ ଜିଲ୍ଲାରେ ମୋଟ ୩ହଜାର ୬୯ ୭ ଜଣଙ୍କ ପ୍ରାର୍ଥୀପ୍ରତିଦ୍ବନ୍ଦିତା କରୁ ଥିବା ଜିଲ।ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ କହିଛନ୍ତି ।
Odia 













































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































