ରାଜ୍ୟ ପୋଲିସ ଡିଜିଙ୍କ କନ୍ଧମାଳ ଗସ୍ତ, ଆଇନଶୃଙ୍ଖଳା ପରିସ୍ଥିତି ଓ ନକ୍ସଲ କାର୍ଯ୍ୟକଳାପ ନେଇ କଲେଆଲୋଚନା
ଫୁଲ ବାଣୀ(ସୁନୀଲ ପଟନାୟକ)
ରାଜ୍ୟ ପୋଲିସ ଡି ଜି ସୁନୀଲ ବଂଶଲ ଆଜି ହେଲିକପ୍ଟର ଯୋଗେ କନ୍ଧମାଳ ଗସ୍ତରେ ଆସି ଫୁଲବାଣୀରିଜର୍ଭପଡ଼ିଆଠାରେଓହ୍ଲାଇଥିଲେ ।
ଡିଜି ଭାବେ ଦାୟିତ୍ଵ ଗ୍ରହଣ ପରେ ଏହା ଥିଲା ପ୍ରଥମକନ୍ଧମାଳ ଗସ୍ତ ।
କନ୍ଧମାଳ ଏକମାଓପ୍ରବଣ ଜିଲା ହୋଇଥିବା ଓ ନିର୍ବାଚନ କୁ ଦୃଷ୍ଟିରେ ରଖି ମାଓବାଦୀମା 6ନ
ହିଁସାକାଣ୍ଡ ଘଟାଇ ଚାଲିଥିବାରୁ ଜିଲାରେ ଯେପରି ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ହେବ ଆଉ ଭୋଟରମାନେ ଯେପରି ନିର୍ଭୟରେ ଭୋଟଦାନ କରିପାରିବେ ସେ ନେଇ ପୋଲିସ ପକ୍ଷରୁ କଣ ପଦକ୍ଷେପ ନିଆଯିବ ବରୀଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ଡି ଜି ବଂଶଲ ଆଲୋଚନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟଗୁଇନ୍ଦା ନିର୍ଦ୍ଦେଶକ, ଲଳିତଦାସ , ଆଇଜି ବି ଏସଏଫ.ଏସ ବୁଦ୍ଧୁ କୋଠୀ, ଆଇଜି ଅପରେସନଅମିତାଭ ଠାକୁର, ଦକ୍ଷୀଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଆଇଜି ଉତ୍ତରରେଞ୍ଜ ସମ୍ବଲପୁର,ଦୀପକ କୁମାରବରୀଷ୍ଠ ପୋଲିସ ଅଧିକାରୀମନୋଜ ଛାବ୍ରା, କନ୍ଧମାଳଏସପି ଭିନିତ ଅଗ୍ରୱ।ଲ,ବୌଦ୍ଧ କଳାହାଣ୍ଡି, ବଲାଙ୍ଗର ଆଦି ଜିଲ୍ଲାର ଏସପି, ଅତିରିକ୍ତ ଏସ.ପି.ସମସ୍ତ :ଡି ଏସପି,ଏସିଡିପିଓ ପ୍ରମୁଖ ଉପସ୍ଥିତ ଥିଲେ।
.
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































