ପର୍ବତ ଆରୋହଣ କାରୀ କାଉନସିଲର ପ୍ରାଥିନି ଆଠଗଡ ରେ,ତାଙ୍କ ପ୍ରତି ବଢୁଛି ଜନ ସମର୍ଥନ
ଆଠଗଡ(ଉଲାପ୍ର)ଆଠଗଡ ପାଇଁ ଗର୍ବ,ଆନ୍ତର୍ଜାତୀୟ ପର୍ବତ ଆରୋହଣ କାରୀ,ଜଣେ ଜୁଡୋ ଫାଇଟର,MBA ଛାତ୍ରୀ,ସାମ୍ବାଦିକତା ଛାତ୍ରୀ ସହିତ ଜଣେ ଉତ୍ତମ କ୍ରୀଡ଼ାବିତ,ସେ ଉମାବଲଭ ରଥଙ୍କ ପ୍ରେରଣାରେ ଉତ୍ସାହିତ ହୋଇ କଂଗ୍ରେସ ଦଳ ତରଫରୁ ଆଠଗଡ ପୌର ନିର୍ବାଚନ ରେ ୧୬ ନମ୍ବର ୱାର୍ଡ କଂଗଡା ସାହିରୁ ପ୍ରାର୍ଥୀ ହୋଇଛନ୍ତି ରୂପଶ୍ରୀ ଶ୍ୱେତପଦ୍ମା ମହାନ୍ତି,ସେ ଶ୍ୱେତପ୍ରବୃତ ଭାବେ ପ୍ରାର୍ଥୀନୀ ହୋଇଥିବାରୁ କଂଗ୍ରେସ ନେତା ଉମାବଲଭ ରଥ ଧନ୍ୟବାଦ ପ୍ରଦାନ କରିଛନ୍ତି।ଶ୍ୱେତପଦ୍ମା କଂଗ୍ରେସ ପ୍ରାର୍ଥୀନୀ ହେବାପରେ ସେହି ୱାର୍ଡରେ ତାଙ୍କପ୍ରତି ତଥା କଂଗ୍ରେସ ପ୍ରତି ବଢିଛି ଜନ ସମର୍ଥନ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































