ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ
ଫୁଲବାଣ(ସୁନୀଲପଟନାୟକ)
ଶୁକ୍ରବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟଟାକ କୋର୍ଟର ବିଚାରପତିଭାସ୍କର ଚନ୍ଦ୍ର ସାହୁ ଘଟଣାରେ ୧୨ଜଣ ସାକ୍ଷ୍ୟଙ୍କ ବିଚାର କରି ଅଭିଯୁକ୍ତ ପ୍ରସନ୍ନ କୁମାର ବେହେରା ୫୫ ବର୍ଷ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୬୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟଯେ ଖଜୁରୀପଡ଼ା ଥାନ। ଅଞ୍ଚଳର ଜଣେ ୮ବର୍ଷିୟା ନାବାଳିକା ଛାତ୍ରୀ ଘର ନିକଟରେ ଏକ ନଳ କୁପ ନିକଟରେ ଗାଧୋଉଥିବାବେଳେ ଅର୍ଭିଯୁକ୍ତ ପ୍ରସନ୍ନ ଏକାକୀ ଦେଖି ଯୋର ଜବରଦସ୍ତ ମୁଁ ହରେଗାମୁଛ। ବାନ୍ଧି ଘରକୁ ଟେକିନେଇ କିଛି ଦିନ ଧରି
କୁଆଡେ ଦୁଷ୍କର୍ମ କରିଥିଲା ।
ଏ ନେଇ ପିଡିତା ଘରେ ଜଣାଇବା ପରେ ବାପା ଖଜୁରୀପଡ଼ା ଥାନାରେ ଏତେଲା ଦେଇଥିଲେ । ଖଜୁରୀପଡ଼ା ପୋଲିସ୫୪/୨୦୧୮ରେ ମାମଲା ରୁକ୍ମ କରି ଅଭିଯୁକ୍ତକୁ ଗିରଫ କରିଥିଲା ।
ପକ୍ସୋକୋର୍ଟର ସ୍ଵତନ୍ତ୍ର ପିପି ବନମାଳୀ ବେହେରା ମକଦମା ପରିଚାଳନା କରୁଥିଲେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































