ନାରାୟଣୀଯାତ୍ରା ଅବସରରେ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧନା
ଫୁଲବାଣୀ(ସୁନୀଲ ପଟ୍ଟନାୟକ)
ଚଳିତବର୍ଷ ମାନାରାୟଣୀଙ୍କ ଯାତ୍ରା ଅବସରରେ ଯାତ୍ରା ପରିଚାଳନା କମିଟି ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଯାତ୍ରା କମିଟି ସଭାପତି ପି. ସୁଧାଂଶୁ ସେନାପତି ଜିଲ୍ଲା ପ୍ରେସକ୍ଲବ ସଂପାଦକ ପଶାନ୍ତ ବେହେରାଙ୍କ ସମେତ ସହରର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଯାତ୍ରା ମଞ୍ଚ ଉପରେ ଉପରେ ଉପଢୌକନ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଫଳରେ ଗଣମାଧ୍ୟମ ପ୍ରତିନିଧିମାନେ ସଭାପତି ସେନାପତୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ସେହିପରି ଗଣମାଧ୍ଯମ ପ୍ରତିନିଧିମାନେ ମଧ୍ୟ ଯାତ୍ରା ଆରମ୍ଭରୁ ଏ ଯାଏଁ ଆନ୍ତରୀକତାର ସହିତ ସହଯୋଗ କରିଥିବା ରୁ ସଭାପତିସେନାପତି ସମସ୍ତଙ୍କୁଧନ୍ୟବାଦ ଜଣାଇଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































