ବ୍ରହ୍ମବରଦା ଥାନା ଅଧିକାରୀ ଭାବେ ଯୋଗଦେଲେ ଶରତ ନାୟକ

ରସୁଲପୁର ( ସୁଶାନ୍ତ ଜେନା )ଯାଜପୁର ଜିଲ୍ଲା ବ୍ରହ୍ମବରଦା ଆଇ ଆଇ ସି ଭାବେ ଶ୍ରୀ ଶରତ କୁମାର ନାୟକ ନୂତନ ଭାବେ ଯୋଗ ଦେଇଛନ୍ତି.ସେ ଏଥି ପୃବରୁ ଯଖପୁରା ଥାନାଅଧିକାରୀ ଭାବେ ଦାୟୁତରେ ଥିଲେ. ଗତ ସୋମବାର ଦିନ ଶ୍ରୀ ଶରତ କୁମାର ନାୟକ ଦା୍ୟୁତ୍ୟ ଗ୍ରହଣ କରିଥିବା ଜଣାଯାଇଛି. ନୁର୍ତନ ଥାନା ଅଧିକାରୀଙ୍କୁ ଯୋଗଦାନ ପରେ ବ୍ରହ୍ମବରଦା ପ୍ରେସ କ୍ଲବ ତରଫରୁ ପୁଷ୍ପ ଗୋଚ୍ଛ ଦେଇ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନାକରାଯାଇଥିଲା.କ୍ଲବ ର ସାମ୍ବାଦିକ ବୃନ୍ଦ ସଭାପତି ବାପୁଜୀ ଚରଣ ଜେନା ନେତୃତ୍ୱରେ ସମସ୍ତ ସାମ୍ବାଦିକ ମାନେ ସୋଜୋନିକ ମୂଳକ ସାକ୍ଷାତ କରାଯାଇଥିଲା. ବ୍ରହ୍ମବରଦା ର ମୁଖ୍ୟ ଟ୍ରାଫିକ ସମସ୍ୟା ଓ ଯାନବହାନର କଡାକଡି ଜାଞ୍ଜ ଓ ପେଟ୍ରୋଲିଙ୍ଗ କରିବା ସହିତ 10ଗୋଟି ପଚାୟତର ଆଇନ ଶୃଙ୍ଖଳାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ପ୍ରଦାନ କରାଯାଇଛି.

Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































