କଟକରେ ବିଜେପିର ସେବା ପକ୍ଷ ପାଳିତ

କଟକ ( ଉଲ୍ଲାପ୍ର )ସେବା ପକ୍ଷ ଅବସରରେ ବାରବାଟି କଟକ ନିର୍ବାଚନ ମଣ୍ଡଳୀ ବିଜେପିର ରକ୍ତଦାନ ଶିବିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ସେବା ପକ୍ଷ ପାଳନ ଅବସରରେ ଆଜି ବାରବାଟି କଟକ ନିର୍ବାଚନ ମଣ୍ଡଳୀରେ ରକ୍ତ ଦାନ ଶିବିର ମେରିଆ ବଜାର ରେ ଅନୁଷ୍ଠିତ ହୋଇଥିଲା. କଟକ ନଗର ବିଜେପି ତରଫରୁ ହୋଇଥିବା ଏହି କାର୍ଯ୍ୟକ୍ରମରେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ଯୁବମୋର୍ଚା ସଭାପତି ସତ୍ୟବ୍ରତ ମିଶ୍ର, ଶିବ ନାରାୟଣ ନାୟକ, ହରିଚନ୍ଦନ ନାୟକ, ବିଶ୍ୱଜିତ ପ୍ରଧାନ, ସୁମନ ରାଉତ,ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ପୂର୍ବତନ କର୍ପୋରେଟର ଚିତ୍ତରଞ୍ଜନ ଦାସ,ବିଶ୍ୱରଂଜନ ମିଶ୍ର,ଅନୁପମ ଦାସ,ବିଶ୍ୱଜିତ ମହାପାତ୍ର,କରପୋରେଟର ଗଗନ ଓଝା,ସତ୍ୟ ଦଳେଇ,ରତନ ଲେଙ୍କା, ତପନ ବେହେରା, ଶ୍ରୀକାନ୍ତ ବେହେରା, ବିରଞ୍ଚି ବାରିକ, ରାହୁଲ ହାତୀ, ପ୍ରବୀଣ ଓଝା, ସୀତାଂଶୁ ସାହୁ, ଶୁଭମ ଝା , ଚନ୍ଦନ କୁମାର, ରବି ନାରାୟଣ ସାହୁ ,ଆଲୋକ ବେହେରା, ୱାଇ ତରୁଣ, ଆପଲ ରାଓ,ସମ୍ବିତ ମହାନ୍ତି,ନୀଳକଣ୍ଠ ସ୍ୱାଇଁ, ସତ୍ୟଜିତ ମହାନ୍ତି, ସତ୍ୟଜିତ ମହାପାତ୍ର,ସାହିଲ ହାତୀ,ଅନିଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ. କଟକ ନଗର ଯୁବମୋର୍ଚା ଓ ମେରିଆବଜାର କ୍ରିକେଟ ୟୁନିଟି ଏହି କାର୍ଯ୍ୟକ୍ତମ ପରିଚାଳନା କରିଥିଲେ.

Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































