ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ଚା’ ଓ ଖାଦ୍ୟ ମହଙ୍ଗା ହେଲା, ଜାଣନ୍ତୁ ଖାଦ୍ୟର ନୂଆ ଦର ତାଲିକା
ଯଦି ଆପଣ ଟ୍ରେନ୍ରେ ଯାତ୍ରା କରିବା ସମୟରେ ଟ୍ରେନ୍ରୁ ଖାଦ୍ୟ ମଗାଇ ଖାଉଥାଆନ୍ତି ତେବେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଆଇଆରସିଟିସି ପକ୍ଷରୁ ନୂଆ ମେନ୍ୟୁ କାର୍ଡ ବିଷୟରେ ସୂଚନା ଦିଆଯାଇଛି। ବିଭିନ୍ନ ମେଲ ଏକ୍ସପ୍ରେସ୍ ସମେତ ରାଜଧାନୀ, ଶତାବ୍ଦୀ ଓ ଦୂରନ୍ତ ଭଳି ଟ୍ରେନ୍ରେ ଖାଦ୍ୟ-ପାନୀୟ ମହଙ୍ଗା ହୋଇଯାଇଛି। ଏହି ନୂଆ ମେନ୍ୟୁ କାର୍ଡକୁ ରେଳବାଇ ବୋର୍ଡ ପକ୍ଷରୁ ମଞ୍ଜୁରୀ ବି ମିଳିସାରିଛି। ଆଇଆରସିଟିସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ… ଭେଜ-ବ୍ରେକ୍ଫାଷ୍ଟ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































