🌷💐🌹🌹💐🌷 *ଅଦ୍ୟ ଜୁଲାଇ ୧୦ ତାରିଖ ୨୦୨୦ମସିହା(ଶୁକ୍ରବାର)* *ଶକାବ୍ଦ -୧୯୪୨* *ସମ୍ବତ -୨୦୭୭* *ସାଲ-୧୪୨୭* *ସମ୍ବତ୍ସର -ଆନନ୍ଦୋ* *ଶ୍ରାବଣ-କୃଷ୍ଣପକ୍ଷ* *ତିଥି -ପଞ୍ଚମୀ ଦିବା ଘ୧୧/୧୩ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠି* *ନକ୍ଷତ୍ର- ପୂର୍ବଭାଦ୍ର ଚନ୍ଦ୍ର- କୁମ୍ଭ ରାତ୍ରି ଘ୧୧/୧୯ ପର୍ଯ୍ୟନ୍ତ ତଦନ୍ତେ ମୀନ* *ଯୋଗ-ସୌଭାଗ୍ୟ* *କରଣ-ତୈତିଳ* *ସୂର୍ଯ୍ୟ -ମିଥୁନ ୨୬ ଦିନ* *************** *ସୁର୍ୟୋଦୟ -ପ୍ରାତଃ ଘ୦୫/୧୮/୫୯* *ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୪* ————————— *ଯୋଗିନି ଦକ୍ଷିଣେ ଦିବା ଘ୧୧/୧୪ ଗତେ ପଶ୍ଚିମେ ଧନୁ ରାଶିର ଘାତଚନ୍ଦ୍ର* *ବିଛା,ଧନୁ ଓ ମୀନ ରାଶିର ଘାତବାର* *ଅଦ୍ୟ ଷଷ୍ଠିର ପ୍ରାବଣ ଶ୍ରାଦ୍ଧ* ——————————– *କାଳବେଳା ଓ ବାରବେଳା- ଦିବା ଘ୦୮/୩୪ଗତେ ଘ୧୧/୫୦ମଧ୍ୟେ* ***************** *ଅମୃତବେଳା-ଦିବା ଘ୦୬/୫୫ମଧ୍ୟେ ଓ ଘ୦୪/୫୦ଗତେ ଘ୦୬/୨୮ମଧ୍ୟେ* *ମାହେନ୍ଦ୍ରବେଳା- ଦିବା ଘ୦୬/୫୭ ଗତେ ଘ୦୮/୩୫ମଧ୍ୟେ ଓ ଘ୧୧/୫୫ଗତେ ଘ୦୧/୨୭ମଧ୍ୟେ* ******************** *ଅଦ୍ୟ ବେଲ ଦିବା ଘ୧୧/୧୩ଗତେ ନିମ୍ବ ଭକ୍ଷଣ ନିଷେଧ *🌹🌷💐ଆଜିର ରାଶିଫଳ🌹🌷💐* ———————- *🌹ମେଷ🌷👉 : ଘରେ ଲାଗିରହିଥିବା ଉଦାସ ଭାବ ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।* *🌹ବୃଷ🌷👉 : ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜ ଚେଷ୍ଠା ଦ୍ବାରା ଆଶ୍ବସ୍ତି ଅନୁଭବ କରିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ ଅଯଥା କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।* *🌹ମିଥୁନ🌷👉 : କୌଣସି ଆଇନଗତ ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ସବୁ କିଛି ଠିକ୍ ହୋଇଯିବ କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।* *🌹କର୍କଟ🌷👉 : ହଠାତ୍ ଆସିଥିବା ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।* *🌹ସିଂହ🌷👉 : ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ପୁରୁଣାବନ୍ଧୁଙ୍କ ସହ ସାଖ୍ୟତ ଆଲୋଚନାଦ୍ବାରା ମନୋମାଳିନ୍ୟ ଦୂରହୋଇଜିବ।* *🌹କନ୍ୟା🌷👉 : ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।* *🌹ତୁଳା🌷👉 : ଆଜି ଆପଣଙ୍କର କରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । କରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ପାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।* *🌹ବିଛା🌷👉 : ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।* *🌹ଧନୁ🌷👉 : ଆଜି ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।* *🌹ମକର🌷👉 : ଆଜିର ଦିନ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ । ଦମ୍ପତିଙ୍କ ସନ୍ତାନ ଚିନ୍ତା ଦୂରହେବ।* *🌹କୁମ୍ଭ🌷👉 : ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ବିଚଳିତ ଓ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି । ସମୟକୁ ଅପେକ୍ଷାକରନ୍ତୁ ।* *🌹ମୀନ🌷👉 : ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି।*

*👉ନୟାଗଡ଼ର ୧୧ କୋରୋନା ଯୋଦ୍ଧାଙ୍କ ସମେତ ୧୨ କୋରୋନା ଆକ୍ରାନ୍ତ, ଦଶପଲ୍ଲା ମେଡିକାଲର ୭ ସ୍ବାସ୍ଥ୍ୟକର୍ମୀ, ମଧ୍ୟଖଣ୍ଡ ଡାକ୍ତରଖାନାର ୩ ସ୍ବାସ୍ଥ୍ୟକର୍ମୀ ପଜିଟିଭ୍‌ ଚିହ୍ନଟ, ଓଡ଼ଗାଁ ଥାନାର ଜଣେ ପୋଲିସ କର୍ମଚାରୀ ଆକ୍ରାନ୍ତ, ଜଣେ ସ୍ବାସ୍ଥ୍ୟକର୍ମୀଙ୍କ ସଂପର୍କୀୟ କୋରୋନା ପଜିଟିଭ୍‌ ଚିହ୍ନଟ*

*👉ଲଦାଖ ଗଲଓ୍ୱାନ୍ ଘାଟିରେ ଭାରତ-ଚୀନ୍ ସେନା ସଂଘର୍ଷ ଘଟଣା:* *ସଂଘର୍ଷସ୍ଥଳରୁ ପ୍ରଥମ ପର୍ଯ୍ୟାୟରେ ସେନା ପ୍ରତ୍ୟାହାର କଲେ ଭାରତ ଓ ଚୀନ୍* *ଫିଙ୍ଗର-୪ରୁ ଫିଙ୍ଗର-୫ ଏରିଆକୁ ହଟିଲେ ଚୀନ୍ ସେନା* *ହଟ୍ ସ୍ପ୍ରିଙ୍ଗ୍ସ, ପାଟ୍ରୋଲିଂ ପଏଣ୍ଟ-୧୫ରୁ ମଧ୍ୟ ପ୍ରତ୍ୟାହାର ହେଲେ ଚୀନ୍ ସେନା ୨ ଦେଶ ମଧ୍ୟରେ ଆଲୋଚନା ପରେ ସେନା ପ୍ରତ୍ୟାହାର*

*👉IAS ଭିନିଲ କ୍ରିଷ୍ଣାଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ, CMO କୋଭିଡ୍‌ ପରିଚାଳନାର OSD ହେଲେ ଭିନିଲ୍‌, ପୂର୍ବ ଭଳି OMC ଏମ୍‌ଡି ଓ କ୍ରୀଡ଼ା ନିର୍ଦେଶକ ଭାବେ କାର୍ଯ୍ୟ କରିବେ, ଲାଲା ମନୋଜ କୁମାର ରାୟ ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ* *ଶୁଭ୍ରାଂଶୁ ମିଶ୍ର ହେଲେ CMO ଉପ ସଚିବ, ପ୍ରତାପ କୁମାର ବେଉରା ହେଲେ କଟକ ଉପଜିଲ୍ଲାପାଳ*

ବିଶ୍ୱବିଦ୍ୟାଳୟ ଅନ୍ତିମ ବର୍ଷ ପରୀକ୍ଷା ନେଇ ଛାତ୍ରଛାତ୍ରୀ ସଂକଟରେ

ଭୁବନେଶ୍ୱର ( ଉ ଲା ପ୍ର) UGC ନିର୍ଦ୍ଦେଶାବଳୀ ଅନୁଯାୟୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନ୍ତିମ ବର୍ଷର ପରୀକ୍ଷା ସେପ୍ଟେମ୍ବର ଶେଷ ସୁଦ୍ଧା କରିବାକୁ ପଡ଼ିବ ବୋଲି ଆଲୋଚନା ହେଉଛି,ତଥାପି ଯେଉଁ ଛାତ୍ରଛାତ୍ରୀମାନେ ସେପ୍ଟେମ୍ବରରେ ଅନ୍ତିମ ବର୍ଷର ପରୀକ୍ଷାରେ ହାଜର ହେବାକୁ ଅସମର୍ଥ, ସେମାନେ ଆଉ ଏକ ସୁଯୋଗ ପାଇବେ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ଯେତେବେଳେ ସମ୍ଭବ ଏବଂ ସ୍ୱତନ୍ତ୍ର ପରୀକ୍ଷା ଦେବେ | ଏହି ସମୟରେ ଛାତ୍ରଛାତ୍ରୀମାନେ ନୂତନ UGC ନିର୍ଦ୍ଦେଶାବଳୀକୁ ବିରୋଧ କରି କରୋନାଭାଇରସ୍ ସଙ୍କଟକୁ ଦୃଷ୍ଟିରେ ରଖି […]

କଣ୍ଟିଲୋ ଝିଅ ହେଲେ ବଲିଉଡ଼ ହିରୋଇନ,ଓଡ଼ିଶାରେ ଆନନ୍ଦର ଲହରି

ହାଇଦ୍ରାବାଦ ( ଉଲାପ୍ର) ଥ୍ରିଲରରେ ଅପସରା ରାନୀ ଭାବରେ ଓଡିଶା ଝିଅ ଅଙ୍କିତା ମହାରଣା |ପ୍ରାୟ ତିନିରୁ ଚାରି ଦିନ ମଧ୍ୟରେ ଓଡିଶାର ଆପସରା ରାନୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି, କାରଣ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମାଙ୍କ ବ୍ୟତୀତ ଜଣେ ଅଭିନେତ୍ରୀ ଭାବରେ ତାଙ୍କର ପଦୋନ୍ନତି ଯିଏକି ତାଙ୍କ ଆଗାମୀ ୱେବ୍ ଚଳଚ୍ଚିତ୍ର “ଥ୍ରୀଲର୍” ରେ ନୂଆ ନାମରେ ଲଞ୍ଚ କରୁଛନ୍ତି | ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ଅପସରା ସର୍ବାଧିକ ଖୋଜାଯାଇଥିବା ନାମ […]

ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା ନୂଆ ଟ୍ୱିଷ୍ଟ ନେଇଛି

ଭୁବନେଶ୍ୱର: (ଉ ଲା ପ୍ର ) ଗୁରୁବାର ଦିନ ସମାଜସେବୀ ଆଦିତ୍ୟ ଦାଶଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ପ୍ରେରଣାଦାୟୀ ବକ୍ତାଙ୍କ ମୁଣ୍ଡରେ ସାଂଘାତିକ ଆଘାତ ଲାଗିଛି ଯାହା ମୃତ୍ୟୁ ଘଟିଛି। ଭୁବନେଶ୍ୱର GRP ତାଙ୍କର ରହସ୍ୟମୟ ମୃତ୍ୟୁ ଘଟଣାରେ ହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି। ତାଙ୍କ ମୃତ୍ୟୁ ପଛରେ ହତ୍ୟା ଅଭିଯୋଗ କରି ଆଦିତ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ପରୋପକାରୀ ସଂସ୍ଥା ପିପୁଲ୍ ଫର୍ ସେବା ସଦସ୍ୟ ଭୁବନେଶ୍ୱର GRP ଷ୍ଟେସନରେ ଏକ F.I.R […]

*👉ଏସ୍‌ସିବିରେ ଆରମ୍ଭ ହେଲା ବଡ଼ ଧରଣର ସାନିଟାଇଜେସନ, ଏସ୍‌ସିବି ସମେତ କର୍କଟ ହସ୍ପିଟାଲ, ଶିଶୁ ଭବନ ଓ ସିଟି ହସ୍ପିଟାଲ ସାନିଟାଇଜ, ୫ଟି ଦମକଳ ସହ ୨୫ କର୍ମଚାରୀ ନିୟୋଜିତ, ହସ୍ପିଟାଲର ପ୍ରତିଟି ୱାର୍ଡକୁ କରାଯାଉଛି ସାନିଟାଇଜେସନ*