*ସୁବର୍ଣ୍ଣପୁର ଉଲୁଣ୍ଡା ବନାଞ୍ଚଳରେ ଦନ୍ତା ହାତୀ ଶିକାର ଘଟଣା | କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୨ ବନ କର୍ମଚାରୀ ନିଲମ୍ବିତ | ଦନାର୍ଦ୍ଦନ ସ୍ବାଇଁ ଓ ପ୍ରଜ୍ଞାପରମିତା ମିଶ୍ରଙ୍କୁ ନିଲମ୍ବନ କଲେ DFO | ହାତୀକୁ ମାରିବା ପରେ ଦାନ୍ତ କାଟି ନେଇଥିଲେ ଶିକାରୀ*

ଆଠଗଡ଼ରେ କିଛି ଦିନ ନିରବତା ପରେ ପୁଣି ସକ୍ରିୟ ହେଲେ ଛିନତାଇ ଲୁଟେରା

ଆଠଗଡ (୨୦/୧୧/୧୯) ମନୋରଞ୍ଜନ ମହାପାତ୍ର : ଆଠଗଡ଼ ଥାନା ଅନ୍ତର୍ଗତ ଏନଏସି ୧୫ ନମ୍ବର ଓ୍ବାର୍ଡ ର ବାଣୀକଣ୍ଠନଗର ପୁରୁଣା ସାଈବାବା ମନ୍ଦିର ନିକଟରୁ ସୀମା ଆଚାର୍ଯ୍ୟ ନାମ୍ନୀ ମହିଳାଙ୍କ ଠାରୁ ଦୁଇ ଦୁର୍ବୁତ୍ତ ପଲସର ଗାଡିରେ ଆସି ଲୁଟିଲେ ସୁନାଚେନ।ଉଭୟ ଦୁର୍ବୁତ୍ତ ହେଲମେଟ ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନିବା ସମ୍ଭବ ହୋଇନଥିଲା।ମହିଳା ଜଣଙ୍କ ପାଟି କରିବାରୁ ସ୍ଥାନୀୟ କିଛି ଯୁବକ ଉକ୍ତ ଦୁର୍ବୁତ୍ତ ମାନଙ୍କୁ ଗୋଡାଇଥିଲେ ମଧ୍ୟ ସେମାନଙ୍କ ଟେର ପାଇନଥିଲେ।ପ୍ରକାଶଥାଉକି ଶ୍ରୀମତୀ ସିମା ଆଚାର୍ଯ୍ୟ ଗୋପବନ୍ଧୁ […]