19 Nov *କେନ୍ଦୁଝର ସେଡିଂ ବସ୍ତି ଅଞ୍ଚଳରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ମୃତ ମହିଳା ବାସନ୍ତୀ ନାଏକ, ହତ୍ୟା ସନ୍ଦେହରେ ମୃତକଙ୍କ ସ୍ବାମୀ ସୁରେଶ ନାଏକକୁ ଅଟକ ରଖିଛି ପୋଲିସ* admin / 5 years 0 0 min read
19 Nov *ମୟୂରଭଞ୍ଜ ବାରିପଦା ତକତପୁର ଛକରେ ଗାଡ଼ି ଚେକିଂ ବେଳେ ମଦ୍ୟପ ଚାଳକଙ୍କ ଗାଡ଼ି ଧକ୍କାରେ ଟାଉନ୍ ଥାନା ଏସ୍ଆଇ ମୃତ, ୨ ଯୁବକଙ୍କୁ ଅଟକ ରଖିଲା ଟାଉନ୍ ଥାନା ପୋଲିସ* admin / 5 years 0 0 min read
19 Nov *କେନ୍ଦୁଝର ସେଡିଂ ବସ୍ତି ଅଞ୍ଚଳରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ମୃତ ମହିଳା ବାସନ୍ତୀ ନାଏକ, ହତ୍ୟା ସନ୍ଦେହରେ ମୃତକଙ୍କ ସ୍ବାମୀ ସୁରେଶ ନାଏକକୁ ଅଟକ ରଖିଛି ପୋଲିସ * admin / 5 years 0 0 min read
19 Nov *ଢେଙ୍କାନାଳ ପରଜଙ୍ଗ ସରାଙ୍ଗ ଇଞ୍ଜିନିୟରିଂ କଲେଜରେ ଛାତ୍ର ଅଶାନ୍ତି, ବି-ଟେକ୍ ଚତୁର୍ଥ ବର୍ଷର ୫ ଜଣ ଛାତ୍ରଙ୍କୁ ଅଟକ ରଖିଲା ପୋଲିସ, ତୃତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ଅଭିଯୋଗ, କଲେଜରେ ଉତ୍ତେଜନା * admin / 5 years 0 0 min read
19 Nov *କୁଚିଣ୍ଡା : ବାମରା କେଶାଇବାହାଲ ଜୁନିୟର୍ କଲେଜ୍ ଅଧ୍ୟକ୍ଷଙ୍କ ଘରେ ରେଡ୍ , କେଶାଇବାହାଲ ଜୁନିୟର୍ କଲେଜ୍ ଅଧ୍ୟକ୍ଷ ଜୟପ୍ର୍ରକାଶ ପଟେଲ୍ ,ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଭିଜିଲାନ୍ସ ଟିମର ରେଡ୍* admin / 5 years 0 0 min read
19 Nov *ଟୋକନ ବ୍ୟବସ୍ଥାରେ ଧାନ ବିକ୍ରିକୁ ନେଇ ପଶ୍ଚିମ ଓଡିଶାରେ ତେଜିଲା ଚାଷୀ ଅସନ୍ତୋଷ । ଆଜି ସମ୍ବଲପୁରର ୪ ବିଧାୟକଙ୍କ ଘର ସମ୍ମୁଖରେ ଧାନ ରଖି ଅବରୋଧ କରିବାକୁ ଚେତାବନୀ* admin / 5 years 0 0 min read
19 Nov *ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତୀକାଳୀନ ରିପୋର୍ଟ ପରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ନେଇ ଆରମ୍ଭ ହେଲା ବିଚାର ବିମର୍ଷ : ପରିଚାଳନା କମିଟି ପ୍ରଶାସନିକ ଅଧିକାରୀଙ୍କ ବୈଠକ ପରେ ନିଷ୍ପତି , ସେବାୟତ କହିଲେ, ସାର୍ବଜନିନ ହେଉ ରତ୍ନଭଣ୍ଡାର ସଂପତି* admin / 5 years 0 0 min read
19 Nov *୩ଟି କଲେଜର ୱେବସାଇଟ୍ ହ୍ୟାକ । କୋରାପୁଟ ସରକାରୀ ମହାବିଦ୍ୟାଳୟ ଓ ଜୟପୁର ମହିଳା ମହାବିଦ୍ୟାଳୟ ସମେତ ମାଲକାନଗିରି ମହାବିଦ୍ୟାଳୟ ୱେବସାଇଟ୍ ମଧ୍ୟ ହ୍ୟାକ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ତଥ୍ୟ ସୁରକ୍ଷିତ ଥିବା କହିଲେ କର୍ତ୍ତୃପକ୍ଷ* admin / 5 years 0 0 min read
18 Nov ଆଠଗଡ ବ୍ଲକ ରାଉତରାପୁର ନଣ୍ଡେଇଲୋ ରାଉତରାପୁର ଗ୍ରାମ ମଧ୍ୟରେ ବିଦୂତ ଖୁଣ୍ଟ ଓ କାଜୁ ବଗିଚାକୁ ନେଇ ଗୋଷ୍ଠୀ ସଂଘର୍ଷ, ଉଭୟ ଗୋଷ୍ଠୀ ମଧ୍ୟରେ ଢେଲା ମାଡ,ନଣ୍ଡେଇଲୋ ଗ୍ରାମବାସୀଙ୍କୁ ରାଉତରାପୁର ଗ୍ରାମବାସୀ ଶାବଳରେ ପିଟିଲେ, ଢେଲା ମାରି ମୁଣ୍ଡ ଫଟାଇଲେ, ଆଠଗଡ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କଲା,ଏହି ଘଟଣାରେ ରାଉତରାପୁର ଗ୍ରାମର ମଧ୍ୟ ତିନିଜଣ ଆହତ ହୋଇଛନ୍ତି,ସମସ୍ତଙ୍କୁ ଆଠଗଡ ମେଡ଼ିକାଲ ରେ ଚିକିସ୍ଥା କରାଯାଇଛି admin / 5 years 0 0 min read
18 Nov ଆଠଗଡ ବ୍ଲକ ନଣ୍ଡେଇଲୋ ରାଉତରାପୁର ଗ୍ରାମ ମଧ୍ୟରେ ବିଦୂତ ଖୁଣ୍ଟ ଓ କାଜୁ ବଗିଚା କୁ ନେଇ ଗୋଷ୍ଠୀ ସଂଘର୍ଷ, ନଣ୍ଡେଇଲୋ ଗ୍ରାମର ପାଞ୍ଚ ଆହତ,ରାଉତରାପୁର ଗ୍ରାମବାସୀ କାଙ୍କ ରେ ପିଟିଲେ ଢେଲାମାରି ମୁଣ୍ଡ ଫଟାଇଲେ admin / 5 years 0 0 min read